Nojoto: Largest Storytelling Platform

FRIEND SHIP DAY wish: ରାଜା ସେଦିନ କଲେଜ ରୁ ଫେରି ଘରେ

FRIEND SHIP DAY wish:
ରାଜା ସେଦିନ କଲେଜ ରୁ ଫେରି ଘରେ ପହଂଚି ଫୋନ ଦେଖିଲା !ତା best friend ପୂଜା ଗୋଟେ msg କରିଛି | frndship day ର wish ଜଣେଇଛି |କଲେଜ  ରେ  ସାରାଦିନ  ବେସ୍ତ ଥିବାରୁ  ଫୋନ ଦେଖି ପାରିନଥିଲା  ରାଜା |ସେଇ msg ଟିକୁ ଦେଖିଲା ଓ ହଜିଗଲା ଭାବନା ର କେଉଁ ଅଜଣା ଦୁନିଆ ରେ |ପୂଜା ସହ ତାର ପ୍ରଥମ frndship day ପାଳନ ବିଷୟରେ ଭାବୁଥିଲା ରାଜା |"ସ୍କୁଲ ରେ ଷଷ୍ଠ ଶ୍ରେଣୀ ରେ ପଢିଲା ବେଳେ ତାର ଓ ପୂଜା ର ପ୍ରଥମେ  ବନ୍ଧୁତା ହେଇଥିଲା | ସେଦିନ ପୂଜା ପ୍ରଥମେ ସ୍କୁଲ ଆସି ଅପେକ୍ଷା କରିଥିଲା ରାଜା କୁ |ଆଉ ରାଜା ସ୍କୁଲ ଆସିବା କ୍ଷଣି, ଆଉ କେହି  କହିବା  ଆଗରୁ ପ୍ରଥମେ ସେ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣେଇଥିଲା ;ଗୋଟେ ଚକୋଲେଟ  ସହିତ |
ଏମିତି  କଟିଗଲା ସ୍କୁଲ ଜୀବନଟା | ଆଉ ତାପରେ ଆରମ୍ଭ ହେଲା କଲେଜ ଜୀବନ |ଦୁହେଁ ଅଲଗା ଅଲଗା କଲେଜ ରେ ପଢିଲେ |ରାଜା ନିଜ ଗାଁ କଲେଜ ରେ ଆଉ ପୂଜା ସହରରେ |+2ଦୁଇ ବର୍ଷ କେହି କାହାରି contact ରେ ରହିପାରିଲେନି |+2ସରିବାକୁ ଆଉ ମାତ୍ର ଦୁଇ ମାସ ଥାଏ ;ଥରେ ପୂଜା, ରାଜାକୁ  facebook ରେ ପାଇଗଲା |
ଆଉ ତାପରେ ଦୁହିଁଙ୍କ ଭିତରେ ଚାଲିଲା  chatting, no. exchange, ଆଉ ସପ୍ତାହ କୁ ଥରେ ଲେଖାଏଁ call".
ଏଥର frndship day ରେ ସକାଳୁ ରାଜା, ପୂଜା ର call କୁ ଅପେକ୍ଷା କରି କ
ରି clg ଗଲା ସିନା ;ହେଲେ କୌଣସି ବି call ଆସିନଥିଲା...., ଆସିଥିଲା  କେବଳ ଗୋଟେ msg...... !!! Frndship day wish......

Frndship day wish......