Nojoto: Largest Storytelling Platform

ଗବାକ୍ଷର ବକ୍ଷ ଚିରି ନକ୍ଷତ୍ରଙ୍କୁ ଦେଖେ ଡାଏରୀର ଫର୍ଦ୍ଦ


ଗବାକ୍ଷର ବକ୍ଷ ଚିରି ନକ୍ଷତ୍ରଙ୍କୁ ଦେଖେ
ଡାଏରୀର ଫର୍ଦ୍ଦ ଖୋଲି ମନକଥା ଲେଖେ,
କିସ୍ତି ପରେ କିସ୍ତି କରି ସ୍ମୃତି ଶାସ୍ତି ଦିଏ 
ନିର୍ଦୋଷ ମୁଁ,ଅପରାଧୀ ସାଜି ଫାଶୀ ପାଏ,

ଦଲକାଏ ପବନରେ ଲିଭିଯାଏ ବତୀ
ହାୟ ମୋର ରାତି!!! #ହାୟମୋରରାତି 
#yqbhaina 
#yqodia 
#jsjyoti

ଗବାକ୍ଷର ବକ୍ଷ ଚିରି ନକ୍ଷତ୍ରଙ୍କୁ ଦେଖେ
ଡାଏରୀର ଫର୍ଦ୍ଦ ଖୋଲି ମନକଥା ଲେଖେ,
କିସ୍ତି ପରେ କିସ୍ତି କରି ସ୍ମୃତି ଶାସ୍ତି ଦିଏ 
ନିର୍ଦୋଷ ମୁଁ,ଅପରାଧୀ ସାଜି ଫାଶୀ ପାଏ,

ଦଲକାଏ ପବନରେ ଲିଭିଯାଏ ବତୀ
ହାୟ ମୋର ରାତି!!! #ହାୟମୋରରାତି 
#yqbhaina 
#yqodia 
#jsjyoti
jsjyoti4097

JS Jyoti

New Creator