Nojoto: Largest Storytelling Platform

White ହରିଣ ଶିକାର କଲାବେଳେ ଭାବେ ମୁଁ ଏକା ଅଛି ବୋଲି.. ସ

White ହରିଣ ଶିକାର କଲାବେଳେ ଭାବେ ମୁଁ ଏକା ଅଛି ବୋଲି..
ସେ ପରି ଲୋଭି ଲୋକ ଭାବନ୍ତି ମୁଁ ଏକାଠି କରି ସବୁ ନେବି
ଆଉ କିଏ ଜାଣିବ 
ସେଥିପାଇଁ ସରଳ ଭାଷାରେ କହିବାକୁ ଲାଗେ...ଆଉ କିଏ ଜାଣିବ.....

©Lopamudra Lopa #Sad_Status  poetry for kids