Nojoto: Largest Storytelling Platform

ଦୈଡ ଦୈଡିବାର ଅଛି ଅନେକ ଦୂର

ଦୈଡ
                          ଦୈଡିବାର ଅଛି ଅନେକ ଦୂର ବହୁଦୂର
                            ସାହାସ ବାନ୍ଧିବାରଅଛି ପଥ ବହୁ ଦୂର। 
                     ମନ ମୋର ପଥ ହୁଡା ଚଲାପଥ
                        ଜୀବନ ବଂଧା ଏ  ସଂସାର ପଥ। 
                         ସଂସାର ଚଲା ପଥ ବହୁ ସୁଦୂର 
                             ଚାଲିଛି, ଚାଲିବି, ଚାଲିଥିବା ନିରନ୍ତର 
                               ଆସ ମିଶି ଦୈଡିବା ସଦା ନିରନ୍ତର। Running
ଦୈଡ
                          ଦୈଡିବାର ଅଛି ଅନେକ ଦୂର ବହୁଦୂର
                            ସାହାସ ବାନ୍ଧିବାରଅଛି ପଥ ବହୁ ଦୂର। 
                     ମନ ମୋର ପଥ ହୁଡା ଚଲାପଥ
                        ଜୀବନ ବଂଧା ଏ  ସଂସାର ପଥ। 
                         ସଂସାର ଚଲା ପଥ ବହୁ ସୁଦୂର 
                             ଚାଲିଛି, ଚାଲିବି, ଚାଲିଥିବା ନିରନ୍ତର 
                               ଆସ ମିଶି ଦୈଡିବା ସଦା ନିରନ୍ତର। Running
niranjan1243

NIRANJAN

Bronze Star
New Creator

Running