Nojoto: Largest Storytelling Platform

ଓଡ଼ିଆ ଗୀତ:-( ମୁଁ କାହିଁକି ହାରେ ?) _________________

ଓଡ଼ିଆ ଗୀତ:-( ମୁଁ କାହିଁକି ହାରେ ?)
_____________________

ତୁମେ ଗଲାପରେ
                                 ସ୍ମୃତି ସବୁ ଫେରେ
ହସୁଥିବା ସେ ଜହ୍ନ 
                               ଲୁହ ଢ଼ାଳି ମରେ
                           
       କାହିଁକି କେଜାଣି ତୁମ ଜୀବନରେ 
                                       ଆସି ମୁଁ ଥିଲି ହାଏ ତୁମ ସପନରେ ..

                   କହିବ କି କହିବ କି... ମୁଁ କାହିଁକି ହାରେ ?(୧)
                                                 
           (ତୁମେ ଗଲାପରେ...)

ଏପରି ସଂଯୋଗ କାହିଁ ମୋ ସାଥିରେ
                                   ସାବୁ ଥାଇ ବି ମୁଁ ତୁମକୁ ହିଁ ଝୁରେ

କହିବ କି କହିବ କି... ମୁଁ କାହିଁକି ହାରେ ? (୨)

(ତୁମେ ଗଲାପରେ...)

©Subhasmita Rout
  #odiasong #nojotoodia #mo_prathama_gita #viral♥️♥️♥️ #dukhabhara