Nojoto: Largest Storytelling Platform

ପଖାଳ ଦିବସ ପାଳିବାକୁ ଆସ ଓଡ଼ିଆ ଭଉଣୀ ଭାଇ ପଖାଳରୁ ଗଣ୍ଡ

ପଖାଳ ଦିବସ ପାଳିବାକୁ ଆସ
 ଓଡ଼ିଆ  ଭଉଣୀ ଭାଇ
ପଖାଳରୁ ଗଣ୍ଡେ ଖାଇ ଗାଁଆ ମୁଣ୍ଡେ
ବସି ମାରୁଥିବା ହାଇ 
ଶୁଖୁଆ ପୁଡାକୁ ଖାଇ 
ପଲ୍ଲୀଠାରୁ ଦିଲ୍ଲୀ ଆମେ ଯିବା ପେଲି
ପ୍ରଚାର କରିବା ପାଇଁ ।

ଭଙ୍ଗା ସାଇକେଲେ ଧାଇଁ
ଓଡ଼ିଆ ବଦଳେ ଇଂରାଜୀ ଚୋବେଇ
କହୁଥିବା ହାଲୋ ହାଇ।।



 #NojotoQuote Happy Pakhala Dibas❤
#Nojoto #NojotoOdia #OdiaFood
ପଖାଳ ଦିବସ ପାଳିବାକୁ ଆସ
 ଓଡ଼ିଆ  ଭଉଣୀ ଭାଇ
ପଖାଳରୁ ଗଣ୍ଡେ ଖାଇ ଗାଁଆ ମୁଣ୍ଡେ
ବସି ମାରୁଥିବା ହାଇ 
ଶୁଖୁଆ ପୁଡାକୁ ଖାଇ 
ପଲ୍ଲୀଠାରୁ ଦିଲ୍ଲୀ ଆମେ ଯିବା ପେଲି
ପ୍ରଚାର କରିବା ପାଇଁ ।

ଭଙ୍ଗା ସାଇକେଲେ ଧାଇଁ
ଓଡ଼ିଆ ବଦଳେ ଇଂରାଜୀ ଚୋବେଇ
କହୁଥିବା ହାଲୋ ହାଇ।।



 #NojotoQuote Happy Pakhala Dibas❤
#Nojoto #NojotoOdia #OdiaFood

Happy Pakhala Dibas❤ # #nojotoodia #OdiaFood