ପଖାଳ ଦିବସ ପାଳିବାକୁ ଆସ ଓଡ଼ିଆ ଭଉଣୀ ଭାଇ ପଖାଳରୁ ଗଣ୍ଡେ ଖାଇ ଗାଁଆ ମୁଣ୍ଡେ ବସି ମାରୁଥିବା ହାଇ ଶୁଖୁଆ ପୁଡାକୁ ଖାଇ ପଲ୍ଲୀଠାରୁ ଦିଲ୍ଲୀ ଆମେ ଯିବା ପେଲି ପ୍ରଚାର କରିବା ପାଇଁ । ଭଙ୍ଗା ସାଇକେଲେ ଧାଇଁ ଓଡ଼ିଆ ବଦଳେ ଇଂରାଜୀ ଚୋବେଇ କହୁଥିବା ହାଲୋ ହାଇ।। #NojotoQuote Happy Pakhala Dibas❤ #Nojoto #NojotoOdia #OdiaFood