Nojoto: Largest Storytelling Platform

କଥା ଥିଲା ଅଳ୍ପ ସରିଗଲା ଗଳ୍ପ କେମିତି ତୁ ଭୁଲିଗଲୁ ତୋରି

କଥା ଥିଲା ଅଳ୍ପ 
ସରିଗଲା ଗଳ୍ପ 
କେମିତି ତୁ ଭୁଲିଗଲୁ ତୋରି ସଂକଳ୍ପ 

ଦେହରେ କଳଙ୍କ 
ହୃଦୟେ କଳଙ୍କ 
ମନ ଆଜି ଦରମରା ନାହିଁ ରେ ବିକଳ୍ପ 

ଦିଲ୍ଲୀପ କୁମାର ନାଏକ ଶୁଭ ଅପରାହ୍ନ
କଥା ଥିଲା ଅଳ୍ପ 
ସରିଗଲା ଗଳ୍ପ 
କେମିତି ତୁ ଭୁଲିଗଲୁ ତୋରି ସଂକଳ୍ପ 

ଦେହରେ କଳଙ୍କ 
ହୃଦୟେ କଳଙ୍କ 
ମନ ଆଜି ଦରମରା ନାହିଁ ରେ ବିକଳ୍ପ 

ଦିଲ୍ଲୀପ କୁମାର ନାଏକ ଶୁଭ ଅପରାହ୍ନ

ଶୁଭ ଅପରାହ୍ନ