ପ୍ରେମ ପ୍ରେମ କୁ ମୁଁ କେମିତି ପରଖିବା ପ୍ରେମ ତ ବହୁତ ପ୍ରକାର। ପ୍ରଥମ ପ୍ରେମ ହେଲା ପିତା ମାତାଂକ ଚରଣ। ଦୁଇ ପ୍ରେମ ଟି ହେଉଛି ଭକ୍ତି ଓ ଭଗବାନ କଂ ପ୍ରେମ। ତିନି ନବଂର ଟି ସମଂର୍କୀୟ ପ୍ରେମ ହେବ ଜାଣ । ଚାରି ନଂବର ଟି ସାମାଜିକ ପ୍ରେମ, ପାଂଚ ହେଉଛି ମନର ଓ ପ୍ରାଣର ପ୍ରେମ, ଶେଷରେ ଦୁଇଟି ହୃଦୟ ମିଶିଲେ ଗଢା ଯାଏ ଏହି ପ୍ରେମ ଗଢା ଯାଏ ଏହି ପ୍ରେମ । ପ୍ରେମ କବିତା