Nojoto: Largest Storytelling Platform

ପ୍ରେମ ପ୍ରେମ କୁ ମୁଁ କେମିତି ପରଖିବା ପ୍ରେମ ତ ବହୁତ ପ୍ର

ପ୍ରେମ
ପ୍ରେମ କୁ ମୁଁ କେମିତି ପରଖିବା 
ପ୍ରେମ ତ ବହୁତ ପ୍ରକାର। 
ପ୍ରଥମ ପ୍ରେମ ହେଲା ପିତା ମାତାଂକ ଚରଣ।
ଦୁଇ ପ୍ରେମ ଟି ହେଉଛି ଭକ୍ତି ଓ
ଭଗବାନ କଂ  ପ୍ରେମ। 
ତିନି ନବଂର ଟି ସମଂର୍କୀୟ ପ୍ରେମ ହେବ ଜାଣ ।
ଚାରି  ନଂବର ଟି ସାମାଜିକ ପ୍ରେମ, ପାଂଚ ହେଉଛି ମନର ଓ ପ୍ରାଣର ପ୍ରେମ, ଶେଷରେ ଦୁଇଟି ହୃଦୟ ମିଶିଲେ ଗଢା ଯାଏ ଏହି ପ୍ରେମ ଗଢା ଯାଏ ଏହି ପ୍ରେମ । ପ୍ରେମ କବିତା

niranjan1243

NIRANJAN

Bronze Star
New Creator

ପ୍ରେମ କବିତା