Nojoto: Largest Storytelling Platform

ଉଚ୍ଚନୀଚ ଭେଦଭାବକୁ ଅବଜ୍ଞା କରୁଥିବା ଜନ ହିଁ, ଶ୍ରେଷ୍ଠ ଜ୍

ଉଚ୍ଚନୀଚ ଭେଦଭାବକୁ ଅବଜ୍ଞା କରୁଥିବା ଜନ ହିଁ,
ଶ୍ରେଷ୍ଠ ଜ୍ଞାନୀ ହୋଇଥାଏ।
ହୃଦୟରେ ଦୟାଧର୍ମକୁ ପ୍ରଶ୍ରୟ ଦେଉଥିବା ପ୍ରାଣୀ ହିଁ,
ସବୁଠୁ ପୂଜ୍ୟ ପ୍ରାଣୀ ହୋଇଥାଏ।
କ୍ଷତ୍ରିୟ ସିଏ,ଯାହାର ଅନ୍ତର ନିର୍ଭୀକତାର ନିଆଁରେ,
ପରିପୂର୍ଣ୍ଣ ହୋଇଥାଏ।
ସବୁଠୁ ଶ୍ରେଷ୍ଠ ବ୍ରାହ୍ମଣ କେବଳ ସେ ହିଁ ହୋଇଥାଏ,
ହୃଦୟରେ ଯାହାର ତପ-ତ୍ଯାଗ ଭରି ରହିଥାଏ। #rasmirathi 
#yqbhaina 
#yqodia 
#ଅନୁବାଦ