Nojoto: Largest Storytelling Platform

ଅସହ୍ୟ କରେନା ଅସହ୍ୟ କରେନା ଅନ୍ୟର ଦୁଃଖକୁ ଦେଖି ନିଜେ କର

ଅସହ୍ୟ କରେନା  ଅସହ୍ୟ କରେନା
ଅନ୍ୟର ଦୁଃଖକୁ ଦେଖି ନିଜେ କରୁଛୁ ଖୁସିର ପ୍ରେମ ମିଳନ କିଏ ବା ଏମିତି କରେ ଅନ୍ୟର ଦୁଃଖକୁ ଦେଖି 
         ନିଜେ ଖେଳେ ପ୍ରେମର ଲହରୀ
ସେତିକି ମିଳିଥାଏ ସେତିକି ମିଳିଥାଏ
ଆଉ ଖେଳେନି ପ୍ରେମର ଏମିତି ଖେଳ 
        ସେତିକି ଥାଉ ତୋର ମିଳନସ୍ଥଳୀ
ଆରେ ପ୍ରେମୀ ଯୁଗଳ ତମ ମିଳନେ 
              ମରୁଛି ଅନେକ ତୁମର ସନ୍ତାନ
ଲାବଣ୍ୟ ରସ ପରି ଲାଗେ ତୋର ମିଳନ ତତେ
          କିନ୍ତୁ ମିଳନସ୍ଥଳୀରେ ହେଉଛି ମୃତ୍ୟୁ ତୋର ସନ୍ତାନର #odiya