Nojoto: Largest Storytelling Platform

ମୁକ୍ତି ସେ ସଂଗୀତ ର ହେଉ ସେ ମୂର୍ଚ୍ଛନାର ଧନ ର ହେଉ ବା ମ

ମୁକ୍ତି
ସେ ସଂଗୀତ ର ହେଉ
ସେ ମୂର୍ଚ୍ଛନାର 
ଧନ ର ହେଉ ବା ମନର
ସେ ମନୁଷ୍ଯ ର ବା ଜଗତର
ଜୀବନ ହେଉ ବା ମୃତ୍ଯୁ ର
ସୁଖ ହେଉ ଅବା ଦୁଃଖ ର
ସଜୀବ ହେଉ ବା ଜୀବ
ସମ୍ପର୍କ ହେଉ ବା ବିଚ୍ଛେଦ 
ସତ୍ଯ ଅବା ମିଥ୍ଯା 
ସବୁରି ମୂଲ୍ୟ ହେଉଛି ଏକ 
ମୁକ୍ତ ମୁକ୍ତ ମୁକ୍ତ। ମୁକ୍ତି
ମୁକ୍ତି
ସେ ସଂଗୀତ ର ହେଉ
ସେ ମୂର୍ଚ୍ଛନାର 
ଧନ ର ହେଉ ବା ମନର
ସେ ମନୁଷ୍ଯ ର ବା ଜଗତର
ଜୀବନ ହେଉ ବା ମୃତ୍ଯୁ ର
ସୁଖ ହେଉ ଅବା ଦୁଃଖ ର
ସଜୀବ ହେଉ ବା ଜୀବ
ସମ୍ପର୍କ ହେଉ ବା ବିଚ୍ଛେଦ 
ସତ୍ଯ ଅବା ମିଥ୍ଯା 
ସବୁରି ମୂଲ୍ୟ ହେଉଛି ଏକ 
ମୁକ୍ତ ମୁକ୍ତ ମୁକ୍ତ। ମୁକ୍ତି
niranjan1243

NIRANJAN

Bronze Star
New Creator

ମୁକ୍ତି