Nojoto: Largest Storytelling Platform

ଆସ ଥରେ ! ବସନ୍ତର ମଳୟ ସାଜି ସାଥେ ପ୍ରିତିର ରୋମାଞ୍ଚ ଧରି

ଆସ ଥରେ !
ବସନ୍ତର ମଳୟ ସାଜି 
ସାଥେ ପ୍ରିତିର ରୋମାଞ୍ଚ ଧରି,
ଆଉ 
ବଉଳର ସୁଗନ୍ଧ ନେଇ
ମହକାଇ ଦେବ 
ବାସକୁ ତୁମ ମୋ ଦେହେ ବୋଳିଦେଇ ।।

ଆସ ଥରେ !
ଫଗୁଣର ଫଗୁ ସାଜି
ସାଥେ ପ୍ରିତୀର ତୂଳୀ ଧରି,
ଆଉ 
ପ୍ରେମ ସପ୍ତରଙ୍ଗ ନେଇ
ନେସିଦେବ 
ପ୍ରେମ ରଙ୍ଗକୁ ମୋ ମନସାରା ମାଖିଦେଇ ।।

#ଫଗୁଣ #ମନ #ମଳୟ
#ପ୍ରେମ  #ଫଗୁ 
 #butterflynirli

©Nirlipta
  #holihai 

#Nirlipta