Nojoto: Largest Storytelling Platform

ନିଜକୁ ଅନ୍ୟମାନଙ୍କ ଆଖିରେ ଦେଖିବା, ନିଜର ବାସ୍ତବିକ ସ୍ୱରୂ

ନିଜକୁ ଅନ୍ୟମାନଙ୍କ ଆଖିରେ ଦେଖିବା, ନିଜର ବାସ୍ତବିକ ସ୍ୱରୂପକୁ ନଦେଖି ନିଜର ନିରୀକ୍ଷଣ ଅନ୍ୟମାନଙ୍କ ଚକ୍ଷୁରେ କରିବାର ସ୍ୱଭାବ ହେଉଛି ଆମର ସମସ୍ତ ଦୁଃଖର କାରଣ  #NojotoQuote #odiya#odiyashayri