Nojoto: Largest Storytelling Platform

ଖାଇଦେଇ ପେଟେ ଖଟିଆ ଉପରେ ଶୋଇଛି ପୁଷି ମାଉସୀ ସପନ

ଖାଇଦେଇ ପେଟେ       ଖଟିଆ ଉପରେ 
ଶୋଇଛି ପୁଷି ମାଉସୀ 
ସପନେ ଭାବୁଛି          କିଏ ଟିକେ ଆସି
        ଦିଅନ୍ତାନି ମତେ ଆଉଁସି....... 



ଦିଲ୍ଲୀପ କୁମାର ନାଏକ ପୁଷି ମାଉସୀ...
ଖାଇଦେଇ ପେଟେ       ଖଟିଆ ଉପରେ 
ଶୋଇଛି ପୁଷି ମାଉସୀ 
ସପନେ ଭାବୁଛି          କିଏ ଟିକେ ଆସି
        ଦିଅନ୍ତାନି ମତେ ଆଉଁସି....... 



ଦିଲ୍ଲୀପ କୁମାର ନାଏକ ପୁଷି ମାଉସୀ...

ପୁଷି ମାଉସୀ...