Nojoto: Largest Storytelling Platform

Love Shayari in Hindi ପ୍ରଥମ ଥର ପାଇଁ ସୁଯୋଗ ମିଳିଲା ତ

Love Shayari in Hindi ପ୍ରଥମ ଥର ପାଇଁ ସୁଯୋଗ ମିଳିଲା ତାଙ୍କ ସହିତ କଥା ହେବାପାଇଁ
ତାଙ୍କ ପାଇଁ ମୋର ପ୍ରଥମ ଶବ୍ଦ ଥିଲା "ମ୍ୟାମ"
ପ୍ରଥମ ଥର ତାଙ୍କ ଓଠର ଶବ୍ଦ ମୋ ପାଇଁ ଥିଲା 
"ତିନିଶହ''
ଆଉ ମୁଁ ବହୁତ ଖୁସି ହୋଇଗଲ ପ୍ରଥମ ଶବ୍ଦ ଶୁଣି
ତା ପରେ ତାଙ୍କ ଆଖିରେ ଆଖି ମିଶାଇଲି
ଆଉ ଫେରି ଆସିଲି

ଚିତ୍ତରଞ୍ଜନ©

 #NojotoQuote #love
#her_first_word_for_me
#my_first_word_for_her
#firstlove #pyaar #mohabbat #nojotoOdia #nojotoଓଡ଼ିଆ #ପ୍ରେମ #crs