Nojoto: Largest Storytelling Platform

🥀 ଟୁପୁର ଟାପୁରୁ ବର୍ଷାର ଛିଟାରେ    ତୁମ ସହ ଭିଜିବାର

🥀

ଟୁପୁର ଟାପୁରୁ ବର୍ଷାର ଛିଟାରେ 
   ତୁମ ସହ ଭିଜିବାର ସେହି ଅନୁଭୂତି ;
ଆଜି ବି  ପ୍ରିୟା ହୃଦୟେ ମୋ 
     ରହିଛି ହୋଇ ଅଭୁଲା ସ୍ମୃତି  ||
ଅମାନିଆ ମନ ମୋ ଆଜି 
    ଜମା ବୋଲ ମାନୁ ନାହିଁ ;
ଅସରାଏ ବର୍ଷାରେ ପ୍ରିୟା ଗୋ
  ତୁମ ବିନା ଏ ମନ ହୁଏ ହାଇପାଇଁ  ||
💐💐💐💐💐💐💐💐💐

©SOUL HEART #ବରଷା_ଓ_ବାନ୍ଧବୀ #soulheart #Rajguru #L♥️ve #love💔 #nojotaquotes #nojolove #nojoto2lines 

#rain   Rbx Dinesh Rawat kaval haay hallo Awanish patel   Rbx Dinesh Rawat kaval haay hallo Muhammad Shahzad Adil Ali Saharanpuri

rajguru7213

Rajguru

Bronze Star
New Creator
streak icon37