Nojoto: Largest Storytelling Platform

#PulwamaAttack ସଦ୍ ଗତି କାମନା ହେ ଭାରତ ମାତାର ବୀର ତୁ

#PulwamaAttack ସଦ୍ ଗତି କାମନା

ହେ ଭାରତ ମାତାର ବୀର
ତୁମେ ତ ଆଜି ବି ଅମର
ଲୁହ ବଦଳରେ ଝରାଉ
ଲହୁଭରା ବୋମା ହୄଦୟରୁ ॥
ପୁଣି ଜନ୍ମହୁଅ ହେ ବୀରସୈନ୍ୟ
ନେବା ପ୍ରତିଶୋଧ ଆଜ ଘଟଣାର
ଏ ଅନ୍ଯାୟ ହେଉନାହିଁ ଜମା ସହ୍ୟ
ଆସପୁଣି ଥରେ ହୋଈ ମହାବୀର ॥
ଆତଙ୍କବାଦୀଙ୍କ କୂଟଚିନ୍ତାରେ
ତୁମେ ଆଜି ସାଜିଲ ସଭିଏଁ ସହିଦ 
ପ୍ରତ୍ୟୁତ୍ତର ପୁଣି ଦେବା ଶତ୍ରୄଙ୍କୁ
କରୁଛୁ ସଭିଏଁ ଆମେ ଜିଦ୍ ॥
ସଭିଏଁ କରୁଛୁ ନିରବ ପ୍ରାର୍ଥନା
ଫେରିଆସ ପୁଣି ନବଜନ୍ମ ନେଈ
ଅମର ଆତ୍ମାର ହେଉ ସଦ୍ ଗତି
ହେ ଆମ ଭାରତର ବୀର ଭାଈ ॥
       ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର #dipti
#PulwamaAttack ସଦ୍ ଗତି କାମନା

ହେ ଭାରତ ମାତାର ବୀର
ତୁମେ ତ ଆଜି ବି ଅମର
ଲୁହ ବଦଳରେ ଝରାଉ
ଲହୁଭରା ବୋମା ହୄଦୟରୁ ॥
ପୁଣି ଜନ୍ମହୁଅ ହେ ବୀରସୈନ୍ୟ
ନେବା ପ୍ରତିଶୋଧ ଆଜ ଘଟଣାର
ଏ ଅନ୍ଯାୟ ହେଉନାହିଁ ଜମା ସହ୍ୟ
ଆସପୁଣି ଥରେ ହୋଈ ମହାବୀର ॥
ଆତଙ୍କବାଦୀଙ୍କ କୂଟଚିନ୍ତାରେ
ତୁମେ ଆଜି ସାଜିଲ ସଭିଏଁ ସହିଦ 
ପ୍ରତ୍ୟୁତ୍ତର ପୁଣି ଦେବା ଶତ୍ରୄଙ୍କୁ
କରୁଛୁ ସଭିଏଁ ଆମେ ଜିଦ୍ ॥
ସଭିଏଁ କରୁଛୁ ନିରବ ପ୍ରାର୍ଥନା
ଫେରିଆସ ପୁଣି ନବଜନ୍ମ ନେଈ
ଅମର ଆତ୍ମାର ହେଉ ସଦ୍ ଗତି
ହେ ଆମ ଭାରତର ବୀର ଭାଈ ॥
       ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର #dipti