Nojoto: Largest Storytelling Platform
nojotouser6071901112
  • 66Stories
  • 199Followers
  • 1.3KLove
    1.5LacViews

PRAVAT Unspoken

  • Popular
  • Latest
  • Video
1a9c8644c4c9074f980c01c6f757b20a

PRAVAT Unspoken

ସମୟର ସୌଧରେ 
ଜୀବନ ସଂରକ୍ଷିତ ଗୁପ୍ତ ଗୃହ ,
ସମୟର ସମାଧିରେ 
ଜୀବନ ଝରିପଡୁଥିବା ଲୁହ

©PRAVAT Unspoken
  #Time

126 Views

1a9c8644c4c9074f980c01c6f757b20a

PRAVAT Unspoken

ଶେଷରେ ଦେଖୁଛି
ସମୟର ଅନ୍ତରାଳେ
ବୟସ ଓ ଲୁହର କୋଳାକୋଳି,
ବନ୍ଦ ପଡ଼ିଥିବା ସୁଖ କୋଠାରୀରୁ
ଏବେ ହସ ମରେ କୁହୁଳି କୁହୁଳି

©PRAVAT Unspoken
  #adventure

153 Views

1a9c8644c4c9074f980c01c6f757b20a

PRAVAT Unspoken

#BaadalBarse

54 Views

1a9c8644c4c9074f980c01c6f757b20a

PRAVAT Unspoken

ପାଇବାକୁ ଚାହୁଁନି
 ତୁମକୁ ମୁଁ ଅତୀତରେ
ତୁମେ ମୋ ଆବର୍ତ୍ତମାନ ସତ,
ଶୋଇଯାଉଅଛି ମୁଁ
ଅସରନ୍ତି ନିଦରେ
ତୁମ ବିନା କଣ୍ଟକିତ ମୋ ପଥ

©PRAVAT Unspoken
  #eternallove

217 Views

1a9c8644c4c9074f980c01c6f757b20a

PRAVAT Unspoken

ଦିନେ କେବେ ଜାଲିଥିଲି ଇଚ୍ଛାର ମଶାଲ
ଆଜି ଜୀବନଟା ଜଳିଗଲା
ଅଳ୍ପ ଅଳ୍ପ ଯୋଡୁଥିଲି ଖୁସି ଶବ୍ଦ ସବୁ
ଆଜି କଲମଟା ଭାଙ୍ଗିଗଲା

©PRAVAT Unspoken
  #Sawera

548 Views

1a9c8644c4c9074f980c01c6f757b20a

PRAVAT Unspoken

ଛାଡି ପାରୁନାହିଁ ନିକଟର ମୋହ
ଦୂରତା ସାଜୁଛି ବାଧକ
ନଜର ଉହାଡେ ଯେତେ ଲୁଚିଲେବି
ହେବା ଆମେ ଦିନେ ଏକ

©PRAVAT Unspoken
  #mohabbat

530 Views

1a9c8644c4c9074f980c01c6f757b20a

PRAVAT Unspoken

ମୋ ଛାଇ ବି ମୋତେ
 ଏବେ ତାଚ୍ଛଲ୍ୟ କରୁଛି, 

ନିରବ କୋଠରୀରେ 
ଏକାନ୍ତରେ ଦର୍ପଣ ଦେଖିଲେ
ମୋ ପ୍ରତିଛବି ବି ମୋତେ 
ମୁରୁକି ମୁରୁକି ହସୁଛି...

©PRAVAT Unspoken
  #nightshayari

342 Views

1a9c8644c4c9074f980c01c6f757b20a

PRAVAT Unspoken

ଘନ ହେଉଅଛି ନିରାଶା କୁହୁଡ଼ି
ବଢେ ଅପେକ୍ଷାର ଭୋକ 
ଚାହିଁ ଅଛି ଧାଡେ ସୁଖ ଲେଖିବାକୁ
ହସେ ବୟସର ଅଙ୍କ

©PRAVAT Unspoken
  #walkingalone
1a9c8644c4c9074f980c01c6f757b20a

PRAVAT Unspoken

ସ୍ବପ୍ନ ଧୀରେ ଧୀରେ ଜୀଇଁବା ଶିଖାଏ
ଓଠ ଖୋଲି ହସିବାକୁ  
ମନ ତଳ ମଲା ମରୁଭୂମିରେ,

ସ୍ବପ୍ନ ବି ମାରେ ଜୀବନ ଓ ଯୌବନ  
ଲୋଟି ଅଫେରନ୍ତା ବୟସକୁ
ହତାସାର ତତଲା ବାଲିରେ

©Pravat Kumar Bal
  #tanha #odiawritings #odiakavita #odianojoto
1a9c8644c4c9074f980c01c6f757b20a

PRAVAT Unspoken

ସମୟଟା କୁହୁଳୁଛି ଜୀବନ ମଶାଲ ଧରି 
ଧୂଆଁ ଧୂଆଁ ଦିଶେ ସପନ ,
ଜଳିଯାଉଅଛି ଇଚ୍ଛାର ଅଙ୍ଗାର 
ଅଧା ଅଧା ଜିଏଁ ପ୍ରାଣ

©Pravat Kumar Bal
  #bekhudi

445 Views

loader
Home
Explore
Events
Notification
Profile