subhapriya debasharma

subhapriya debasharma

27/10/1999

  • Popular Stories
  • Latest Stories

#Love

20 Love

"हर रूप में, हर रिश्ते में हर कर्तव्य निभाती हूँ हाँ मैं नारी हूँ, फिरभी अबला बोली जाती हूँ, काया है कोमल मगर हौसले बुलंद हैं जो सपने खुद के लिए देखे थे वो अब भी बेड़ियों में बंद हैं जिम्मेदारियों के पर्वत फिरभी निष्ठा से उठाती हूँ हाँ मैं नारी हूँ,   #NojotoQuote"

हर रूप में, हर रिश्ते में
हर कर्तव्य निभाती हूँ
हाँ मैं नारी हूँ,
फिरभी अबला बोली जाती हूँ,
काया है कोमल मगर
हौसले बुलंद हैं
जो सपने खुद के लिए देखे थे
वो अब भी बेड़ियों में बंद हैं
जिम्मेदारियों के पर्वत फिरभी
निष्ठा से उठाती हूँ
हाँ मैं नारी हूँ,


 


 #NojotoQuote

#Women

13 Love
1 Share

"Cool cool night main , small small room main , very small window ke bahar bright bright starko dekhkar sweet sweet sapno main khojao , #gif"

Cool cool night main , 
small small room main , 
very small window ke 
bahar bright bright starko 
dekhkar sweet sweet
 sapno main khojao , #gif

#GoodNight

11 Love

" ନିଜର ଦୋଷ ଦର୍ବଳତାକୁ ନ ଲୁଚାଇ ତାକୁ ଅସ୍ତ୍ର କରି ଜୀବନ ରାସ୍ତାରେ ଚାଲିଲେ ସଫଳତା ନିଶ୍ଚୟ ମିଳିବ #NojotoQuote"


ନିଜର ଦୋଷ ଦର୍ବଳତାକୁ ନ ଲୁଚାଇ ତାକୁ ଅସ୍ତ୍ର କରି ଜୀବନ ରାସ୍ତାରେ ଚାଲିଲେ ସଫଳତା ନିଶ୍ଚୟ ମିଳିବ   #NojotoQuote

#odiya

10 Love

"ଅସହ୍ୟ କରେନା ଅସହ୍ୟ କରେନା ଅନ୍ୟର ଦୁଃଖକୁ ଦେଖି ନିଜେ କରୁଛୁ ଖୁସିର ପ୍ରେମ ମିଳନ କିଏ ବା ଏମିତି କରେ ଅନ୍ୟର ଦୁଃଖକୁ ଦେଖି ନିଜେ ଖେଳେ ପ୍ରେମର ଲହରୀ ସେତିକି ମିଳିଥାଏ ସେତିକି ମିଳିଥାଏ ଆଉ ଖେଳେନି ପ୍ରେମର ଏମିତି ଖେଳ ସେତିକି ଥାଉ ତୋର ମିଳନସ୍ଥଳୀ ଆରେ ପ୍ରେମୀ ଯୁଗଳ ତମ ମିଳନେ ମରୁଛି ଅନେକ ତୁମର ସନ୍ତାନ ଲାବଣ୍ୟ ରସ ପରି ଲାଗେ ତୋର ମିଳନ ତତେ କିନ୍ତୁ ମିଳନସ୍ଥଳୀରେ ହେଉଛି ମୃତ୍ୟୁ ତୋର ସନ୍ତାନର"

ଅସହ୍ୟ କରେନା  ଅସହ୍ୟ କରେନା
ଅନ୍ୟର ଦୁଃଖକୁ ଦେଖି ନିଜେ କରୁଛୁ ଖୁସିର ପ୍ରେମ ମିଳନ କିଏ ବା ଏମିତି କରେ ଅନ୍ୟର ଦୁଃଖକୁ ଦେଖି 
         ନିଜେ ଖେଳେ ପ୍ରେମର ଲହରୀ
ସେତିକି ମିଳିଥାଏ ସେତିକି ମିଳିଥାଏ
ଆଉ ଖେଳେନି ପ୍ରେମର ଏମିତି ଖେଳ 
        ସେତିକି ଥାଉ ତୋର ମିଳନସ୍ଥଳୀ
ଆରେ ପ୍ରେମୀ ଯୁଗଳ ତମ ମିଳନେ 
              ମରୁଛି ଅନେକ ତୁମର ସନ୍ତାନ
ଲାବଣ୍ୟ ରସ ପରି ଲାଗେ ତୋର ମିଳନ ତତେ
          କିନ୍ତୁ ମିଳନସ୍ଥଳୀରେ ହେଉଛି ମୃତ୍ୟୁ ତୋର ସନ୍ତାନର

#odiya

10 Love