Nojoto: Largest Storytelling Platform
rjkisan9874
  • 58Stories
  • 1.9KFollowers
  • 938Love
    1.2LacViews

RJ KISAN

My WhatsApp 9337839127 Instagram kisanrath121

https://nojoto.com

  • Popular
  • Latest
  • Video
25d2f08e8b0c666bfe347288ba5260c3

RJ KISAN

ଚାହିଁ ଚାହିଁ କେତେ ରାତି ବିତି ସାରିଛି, 
ସ୍ବପ୍ନ ବି ହଜି ସାରିଛି।
ବାସ୍....
ସାରି ପାରିନି ତୋ ଭଲ ପାଇବା କୁ..
ଜୀବନ ର କେତେ ରଙ୍ଗ 
_with_

©RJ KISAN 
  #Gulaab #Love   #sadness  #true♥️

#Gulaab Love #sadness true♥️

425 Views

25d2f08e8b0c666bfe347288ba5260c3

RJ KISAN

11 Love

25d2f08e8b0c666bfe347288ba5260c3

RJ KISAN

फूलों सी ଏ ପୃଥିବୀ ଯଦି ବଗିଚା ହୁଏ, ତେବେ ତୁ ସେଇ ବଗିଚା ରେ ଗୋଟିଏ ବୋଲି ଗୋଲାପ ଫୁଲ. ମୋ ଦେହ ଯଦି ବଗିଚା ହୁଏ ତୁ ଏକମାତ୍ର ଅଳସୀ ଫୁଲ... ଆଜକୁ ଚାରି ବର୍ଷ ପୂର୍ବେ ତୁ ଲେଖିଥିବା ଚିଠିର ଏ ହଉଚି କିଛି ବାକ୍ୟ... ଆଜିବି ତୁ ଦେଇଥିବା ଚିଠି କୁ ମୁଁ ସାଇତି ରଖିଛି. ଦେଇଥିବା ଗୋଲାପ ଫୁଲ କୁ ବି ଡାଇରି ଭିତରେ ଗୋଟେ ନୂଆ ବୋହୂ ପରି ସଜେଇ ରଖିଛି. କିନ୍ତୁ ଫରକ୍ ଏତିକି ଆଜି ତୁ ମୋ ପାଖରେ ନାହୁଁ କି ତୁ ଦେଇଥିବା ସେ ଗୋଲାପ ଫୁଲ ର ସୌନ୍ଦର୍ଯ୍ୟ ବି ନାହିଁ.

©RJ KISAN ଗୋଲାପ ଫୁଲ ଆଉ ତୁ.. 

#dilkibaat

ଗୋଲାପ ଫୁଲ ଆଉ ତୁ.. #dilkibaat #thought

12 Love

25d2f08e8b0c666bfe347288ba5260c3

RJ KISAN

Pyaar.. ❤️❤️
-> Ekk doosre ka khayal rakhna.
-> Ekk doosre ko samajh paana.
-> Ekk doosre ko important feel karwana.
-> Bohot ladai karna phir bhi ekk doosre ke bina reh nhi paana.
   ❤️Yee hai saccha pyaar❤️

©RJ KISAN Pyaar❤️❤️❤️😍😍

#Love

Pyaar❤️❤️❤️😍😍 #Love #thought

12 Love

25d2f08e8b0c666bfe347288ba5260c3

RJ KISAN

ସମୟ.. କେବେ କାହା ପାଇଁ ଅପେକ୍ଷା କରିବାର ନା ତମେ ଦେଖିଛ ନା ମୁଁ..କିନ୍ତୁ ମୋ ପାଇଁ ଅପେକ୍ଷା କରିଥିଲା ସେ.. କିନ୍ତୁ ଅପେକ୍ଷା କରି ପାରିଲିନି ମୁଁ. ସରି ଗଲା ପ୍ରେମର ସବୁ ଭାବ ପ୍ରବଣତା. ଅଲଗା ହେଇ ଗଲୁ ଆମେ. ମୁଁ ମୋ ବାଟରେ ଆଉ ସେ ତା ବାଟରେ. କିନ୍ତୁ ସମୟ ହାତରେ ଝୁଲି ରହିଗଲା ଆମ ପ୍ରେମର ପ୍ରମିସ୍. ଆମେ ସମୟ ପାଖରେ କଥା ଦେଇ ଥିଲେ ସାଥି ହେଇ ରହିବା ଆମେ ଆମ ଶେଷ ସମୟ ଯାଏ. କିନ୍ତୁ କେବେ ତମେ ଅପେକ୍ଷା ରେ ଥିଲ ତ କେବେ ମୁଁ. ଏଇ ସମୟ ର କ୍ରମରେ ଆମେ କେମିତି ଏକାଠି ହେଲୁ ତ କେବେ ଦୁରେଇ ଗଲୁ. ସବୁ ର ସାକ୍ଷୀ ଏ ସମୟ. ତମେ ବି ଖୁସି ଆଉ ମୁଁ ବି ଖୁସି. ଅପେକ୍ଷା ସେଇ ପୁରୁଣା ସମୟ କୁ ପୁଣି ଫେରି ଆସନ୍ତା କି! ଆମେ ପୁଣି ଗଢନ୍ତୁ ଆମ ପ୍ରେମର ତାଜ ମହଲକୁ..
ଜୀବନର କେତେ ରଙ୍ଗ _RJ KISAN ସମୟ ର ନିର୍ଣ୍ଣୟ..  Kishan Kumar Rath Eisha mahi MONIKA SINGH lipipuspa sahoo Sunita patel

ସମୟ ର ନିର୍ଣ୍ଣୟ.. Kishan Kumar Rath Eisha mahi MONIKA SINGH lipipuspa sahoo Sunita patel #story

11 Love

25d2f08e8b0c666bfe347288ba5260c3

RJ KISAN

ସେ ଦିନ ତୁ ଫୋନ କଲୁ. କହିଲୁ ତୋ ପାଇଁ ଗୋଟେ ଟେଡି ଟିଏ ଆଣିବା ପାଇଁ. ଏତକ କହି ତୁ ଫୋନ କାଟି ଦେଲୁ.
ତୋ ପାଇଁ ଟେଡି ନେଇ ତୋ ଘର କୁ ଗଲି. କିନ୍ତୁ ତୁ ଯାଇ ଥିଲୁ ଆମ ଗାଁ ନଈ କୂଳକୁ. ହଳଦୀ ରଙ୍ଗ ର ଶାଢ଼ି ପିନ୍ଧି ତୁ ସଜେଇ ହୋଇ ରହିଥିଲୁ ଲାଜେଇ ହଳଦୀ ବସନ୍ତ ପରି.
ମୋତେ କହିଲୁ ମୋ ଟେଡି ଦେ. ମୁଁ କହିଲି ମୋ ଟେଡି ତ ମୋ ଆଗରେ ଠିଆ ହେଇଛି.
ତୁ ହସିଦେଲୁ ଲାଜ ଭରା ସ୍ଵର ରେ.. ଆଉ ତୋ ହସ ରେ ଫୁଟି ଗଲା ନଈ ରେ ଲକ୍ଷେ କଇଁ ଫୁଲ.
ଜୀବନ ର କେତେ ରଙ୍ଗ.. RJ KISAN Happy teddy day.. 2020

Happy teddy day.. 2020 #Quote

14 Love

25d2f08e8b0c666bfe347288ba5260c3

RJ KISAN

ହାତରେ ଧରିଥିଲି ଗୋଟେ ନାଲି ଗୋଲାପ.. ଠିକ୍ ତୋ ଓଠ ପରି ଲାଲ. ଆଜି ସାହସ କରି ଗଲି ତୋ ପାଖକୁ ଫୁଲ ଦେବା ପାଇଁ,ମୋ ମନର ଅକୁହା କଥା କୁ କହିବା ପାଇଁ.. କିନ୍ତୁ ଆଜି ତୁ ଧରି ସାରିଥିଲୁ ଆଉ କାହାର ଗୋଲାପ ଫୁଲ.. Happy rose day.. 2020 Feb 7th

Happy rose day.. 2020 Feb 7th

16 Love

25d2f08e8b0c666bfe347288ba5260c3

RJ KISAN

 Story..

Story.. #nojotophoto

3 Love

25d2f08e8b0c666bfe347288ba5260c3

RJ KISAN

ମନେ ପଡ ତୁମେ ଏହି ବର୍ଷା ରାତିରେ, କାମିନି ରଜନୀଗନ୍ଧା ର ମହ ମହ ବାସ୍ନା ରେ ମୋ ମନକୁ ଅଲ୍ଲାହାଦିତ କରି, ଝୁମ୍ ଝୁମ୍ ପାଉଁଜି ସ୍ଵର ରେ.. ମୋ ଛାତି କୁ ଜାବୁଡି ଧରି ଏକ ଗରମ୍ ଚୁମ୍ବନ ରେ ମିଶେଇ ଦିଅ ମୋ ପ୍ରେମକୁ ତୁମ ସହ.. ଦେହ ସହ ଦେହ ମିଶେ ଆଉ ବର୍ଷା ବି ଲାଗେ ଫଗୁଣ.. ପ୍ରିୟା ତୁମେ ମୋର ଅତି ନିଜର.
କାଦମ୍ବିନୀ ତୁମେ, ତୁମେ ରାଜହଂସି..
ଗଢ଼ିଛ ମୋ ସାଥେ ତୁମେ, ସ୍ଵପ୍ନ ର ନଗରୀ..
ମାୟା ନୂହେଁ ତୁମେ, ମାୟାବିନୀ... 
ମରୀଚିକା ପଛେ ଯାଏ ମୁଁ, ତୁମ ପାଇଁ ନୀତି ... 
                                                      
                                                                   07-01-2020 RJ kisan story 2020

RJ kisan story 2020 #poem

9 Love

25d2f08e8b0c666bfe347288ba5260c3

RJ KISAN

loader
Home
Explore
Events
Notification
Profile