Nojoto: Largest Storytelling Platform
abismitamishra8946
  • 97Stories
  • 5Followers
  • 985Love
    2.6KViews

Abismita Mishra

I LOVE MY LIFE.... NAFRAT HO GAYI MOHABBAT SE...

  • Popular
  • Latest
  • Video
309310be868000e8e0cad43d0bfb2340

Abismita Mishra

ଦୁଃଖ ଭରି ଦେଉଛ ଜଦି ପ୍ରଭୁ ହେ 
ସହିବାକୁ ଶକ୍ତି ଦିଅ ...
ଟିକିଏ ଖୁସି ହେଲେ ଖୁସି ମୋର ଯାଉଛି ରୁଷି 
ଆଖି ରେ ଅଜସ୍ର ଲୁହ .
କେମିତି ବଞ୍ଚିବି ଜଣା ନାହିଁ ପ୍ରଭୁ
ଉପାୟ କହି ଦିଅ .
ଯାହା କୁ କରିଲି ନିଜର ସେ କଲା ସାତ ପର 
କଥା ଦେଇଥିଲା ସାରା ଜୀବନ ବାଟ ଚାଲିବ
ଅଧା ବାଟେ ମୁହଁ ଫେରେଇ ସେ ନେଲା
ତା ବିନା କେମିତି ବଞ୍ଚିବି କୁହ ..

©Abismita Mishra #Problems
309310be868000e8e0cad43d0bfb2340

Abismita Mishra

ଯିଏ ଭାଗ୍ୟ ରେ ନାହିଁ ତା ସହ ମିଶାଓ କାହିଁ
ଯିଏ ଅନ୍ୟ ଖୁସି କୁ ଚାହେଁ ତା ଭାଗ୍ୟ ରେ ଖୁସି ଟିକିଏ ନାହିଁ 
ଯିଏ କଷ୍ଟ ସହିଚାଲିଛି 
ତା ଭାଗ୍ୟ ରେ ଦୁଃଖ କେବେ ସରେନା ..
ଯାହା କୁ ବିଶ୍ୱସ୍ତ ଭାବେ 
ସେ ବିଶ୍ୱାସଘାତ କ ସାଜଇ କାହିଁ..
ଏ କେମିତି ଖେଳିଲ ମୋ ସହ ସାଇ ..

©Abismita Mishra
  #Sitaare
309310be868000e8e0cad43d0bfb2340

Abismita Mishra

କାହିଁକି ଯିବି ମୁ ଶ୍ରୀକ୍ଷେତ୍ର ପୁରୀ 
ମୋ ମନ ଭିତରେ ଅଛନ୍ତି ହରି ..
ଦେଖିବା କୁ ଇଚ୍ଛା ବଡ ଦେଉଳ ନେତ
ବୁଲି ବୁଲି ଦେଖି ବି ଟିକେ ମୁଁ ରଥଯାତ..
ଅଭଡା  ସହ ଡଙ୍କ ତୋରାଣି 
କେଡେ ମନଲୋଭା ମୋ କାଳିଆ ର ଚାହାଣି ..
ପାଖରେ ଯାଇ ବସିବି 
ମୋ କାଳିଆ ସୁନା ସହ ଗପିବି ..
କୋଳରେ ଟିକିଏ ଶୋଇବି 
କାନ୍ଦି କାନ୍ଦି ମନ କଥା ମୁ କହିବି ..

©Abismita Mishra
  #holihai
309310be868000e8e0cad43d0bfb2340

Abismita Mishra

ଆଖି ଥାଇ ମୋର କି ଲାଭ ରେ 
ଜଦି ତତେ ଦେଖି ନ ପାରିଲି ମୁହିଁ ..
ଅନ୍ଧ ହେଇ ଥାନ୍ତି ଯଦି ରେ 
ସବୁବେଳେ ମୋ ପାଖେ ପାଖେ ଥାନ୍ତୁ ତୁହି ..
କେବେ ଦେଖବି ରେ ମୋ ନୟନ 
ତୋ ମନଲୋଭା ବେଶ ..
ଦେଖି ପାରୁନାହିଁ କାଳିଆ ରେ 
ମନ ରେ ଅଜସ୍ର କ୍ଲେଶ..

©Abismita Mishra
  #Aurora
309310be868000e8e0cad43d0bfb2340

Abismita Mishra

ଆଖି ବନ୍ଦ କରି ଦେଲେ 
ଦେଖେ ତୋ ଦିବ୍ୟ ରୂପ ..
ପୁରୀ କୁ ଲାଗୁନି ଡୋରି 
କି କରିଲି ରେ ପାପ ..
ତୋ ଚକାଡୋଳା କୁ ଦେଖି ଝରିଯାଏ ଲୁହ 
ତୋ ବିନା କାଳିଆ ରେ କେମିତି ବଞ୍ଚିବି ମୁ କହ

©Abismita Mishra
  #Gif
309310be868000e8e0cad43d0bfb2340

Abismita Mishra

ଦୁନିଆ ରେ କାହାକୁ ଭରସା 
କରିବା ଠିକ ନୁହଁ 
କାରଣ ଏଇଠି ନିଜ ଛାଇ ବି 
ଅନ୍ଧକାର ରେ ତୁମ ସାଥି ରେ ରହି ନଥାଏ ..

©Abismita Mishra
  #runaway
309310be868000e8e0cad43d0bfb2340

Abismita Mishra

जब मम्मी बोलता है
आज तेरा कुछ काम नहीं है
 ऊपर जा कर सो जा..
में सारे काम करलूंगा

©Abismita Mishra
  #MemeBanao
309310be868000e8e0cad43d0bfb2340

Abismita Mishra

କାହିଁକି କରିବି ଶୋଳ ଶୃଙ୍ଗାର ମୁ 
ହେବି ମୁ ଏତେ ସଜେଇ
ତୁମପ୍ରେମ ବର୍ଷା ରେ ଥରେ ଭିଜି ଗଲେ 
ମୋ ଠୁ ସୁନ୍ଦରୀ କେହି ନାହିଁ ..
ସଜ ହେବା ପାଇଁ ଆଇନା ମୋ 
ନାହିଁ ଲୋଡ଼ା 
ଲୋଡ଼ା ନାହିଁ ଆଉ କିଛି 
ତୁମ ଆଖିର ଆଇନା ଛଡା ..

©Abismita Mishra
  #mohabbat
309310be868000e8e0cad43d0bfb2340

Abismita Mishra

ମୋ ସାଇ ...
କେତେ ବାବା ମୋର ପରୀକ୍ଷା ନେଉଛ
ଦେଖୁଛ କେତେ ମୋର ଧର୍ଯ୍ୟ ..
ତୁମ ଉପରେ ଅଛି ଅସୀମ ଆଶା ବାବା  ହେବି ମୁ ସେ ଧର୍ଯ୍ୟ ରୂପକ 
ପରୀକ୍ଷା ରେ କୃତକାର୍ଯ୍ୟ ..🌹

ଅଲୋଡ଼ା ଅଖୋଜା କେବେ ହେବି ନାହିଁ ..
ସାହାଯ୍ୟ କରି କି ପ୍ରଶଂସା ପାତ୍ର କେବେ ଲୋଡ଼ି ନାହିଁ ...
ନିଜ କାମ ଛାଡି ପର କୁ କରିଛି ଆପଣା 
କାମ ସରିଗଲେ ସାଥି ମାନେ କଲେ 
ଅନେକ ପ୍ରତାରଣା ..
ଅଶାନ୍ତ ମନ କୁ ଶାନ୍ତ କରେ ପ୍ରଭୁ 
ଜପି ଜପି ସାଇ ସାଇ ..
ଯେତେ ବି ପରୀକ୍ଷା ହେଉନା କାହଁକି 
ହାର ମୁ ମାନିବି ନାହିଁ ..

©Abismita Mishra
  #lonelynight
309310be868000e8e0cad43d0bfb2340

Abismita Mishra

ପତର  ଭିତରେ ପତର ଟିଏ 
ନିମ ପତର ନାମ ତାହାର ..
ପାଟି କୁ ପିତା ଲାଗିଲେ ମଧ୍ୟ 
କରେ ବହୁତ ସେ ଉପକାର ..
ପିତା ଲାଗିଲେ ପାଟି କୁ ମଧ୍ୟ 
ଦେହ ପାଈଁ ସେ ହିତ ..
ସବୁ ରୋଗ ର ଔଷଧ ସିଏ 
ରୋଗୀ ର ବଡ ମିତ..
Abismita

©Abismita Mishra
loader
Home
Explore
Events
Notification
Profile