Dillip Kumar Naik

Dillip Kumar Naik Lives in Kolimati, Odisha, India

I am a student of +3 second year Geology (Hons. ) from DD auto college keonjhar. I have intrested in Acting, Lyrisist, Cinematography, Phattography, Study..

  • Popular Stories
  • Latest Stories

"ଖାଇଦେଇ ପେଟେ ଖଟିଆ ଉପରେ ଶୋଇଛି ପୁଷି ମାଉସୀ ସପନେ ଭାବୁଛି କିଏ ଟିକେ ଆସି ଦିଅନ୍ତାନି ମତେ ଆଉଁସି....... ଦିଲ୍ଲୀପ କୁମାର ନାଏକ"

ଖାଇଦେଇ ପେଟେ       ଖଟିଆ ଉପରେ 
ଶୋଇଛି ପୁଷି ମାଉସୀ 
ସପନେ ଭାବୁଛି          କିଏ ଟିକେ ଆସି
        ଦିଅନ୍ତାନି ମତେ ଆଉଁସି....... 



ଦିଲ୍ଲୀପ କୁମାର ନାଏକ

ପୁଷି ମାଉସୀ...

9 Love

"ଯେତେ ଦିନ ଅଛି ମୋ ଦେହରେ ଶକ୍ତି ଯେତେ ଦିନ ଅଛି ବଳ.. ତୋରି ନାଁ ରେ ଲେଖିବି କବିତା ଗାଇବି ମୁଁ ଅନର୍ଗଳ... ଦିଲ୍ଲୀପ କୁମାର ନାଏକ (କୋଳିମାଟି )"

ଯେତେ ଦିନ ଅଛି ମୋ ଦେହରେ ଶକ୍ତି 
                              ଯେତେ ଦିନ ଅଛି ବଳ..
ତୋରି ନାଁ ରେ ଲେଖିବି କବିତା 
                               ଗାଇବି ମୁଁ ଅନର୍ଗଳ... 


                            ଦିଲ୍ଲୀପ କୁମାର ନାଏକ 
                                         (କୋଳିମାଟି )

 

8 Love

"ହତଭାଗା ମୁଁ ଯେ ଅଲୋଡ଼ା ପଥର ପଡ଼ିଅଛି ନଈ କୂଳେ ସୁଖରେ ଗଢିଛୁ ତୋ ଘର ସଂସାର ବବଲୁ ଖେଳୁଛି ତୋରି କୋଳେ କଥା ଥିଲା କେତେ ରହିବାକୁ ସତେ ସାଥି ହୋଇ ସବୁଦିନ ସବୁ କଥା ତୋର ମାଟି ହୋଇଗଲା ଭୁଲିଗଲୁ ଯଉଦିନ କେମିତି କହିବି ହୃଦୟ ବେଦନା କହିଲେ ହସିବେ ଲୋକ ପ୍ରେମ ପାହାଚରେ ଭିକାରି ମୁଁ ଆଜି ମାଗୁଆଛି ପ୍ରେମ ଭିକ ସ୍ୱାର୍ଥପର ହୋଇ ଚାଲିଗଲୁ ସିନା ଭାଙ୍ଗି ଦେଇ ମୋ ହୃଦୟ ଯାହା ମନେ ଥିଲା ଦୟାର ପ୍ରାସାଦ ଆଜି କାହିଁ ଏତେ ନିର୍ଦୟ... ଶାୟର -------- ଦିଲ୍ଲୀପ କୁମାର ନାଏକ"

ହତଭାଗା ମୁଁ ଯେ               ଅଲୋଡ଼ା  ପଥର 
ପଡ଼ିଅଛି ନଈ କୂଳେ 
ସୁଖରେ ଗଢିଛୁ       ତୋ ଘର  ସଂସାର 
ବବଲୁ ଖେଳୁଛି ତୋରି କୋଳେ 

କଥା ଥିଲା କେତେ             ରହିବାକୁ ସତେ 
ସାଥି ହୋଇ ସବୁଦିନ 
ସବୁ କଥା ତୋର           ମାଟି ହୋଇଗଲା 
ଭୁଲିଗଲୁ ଯଉଦିନ 

କେମିତି କହିବି             ହୃଦୟ ବେଦନା 
କହିଲେ ହସିବେ ଲୋକ 
ପ୍ରେମ ପାହାଚରେ          ଭିକାରି ମୁଁ ଆଜି 
ମାଗୁଆଛି ପ୍ରେମ ଭିକ 

ସ୍ୱାର୍ଥପର  ହୋଇ              ଚାଲିଗଲୁ ସିନା 
ଭାଙ୍ଗି ଦେଇ ମୋ ହୃଦୟ 
ଯାହା ମନେ ଥିଲା            ଦୟାର  ପ୍ରାସାଦ 
ଆଜି କାହିଁ ଏତେ ନିର୍ଦୟ... 

ଶାୟର -------- ଦିଲ୍ଲୀପ କୁମାର ନାଏକ

ଶୁଭ ସନ୍ଧ୍ୟା

7 Love

"ଅଦିନିଆ ମେଘ ଲିଭାଇ ପାରିବ ଅଗ୍ନିକୁଣ୍ଡ ନିଆଁ ହୁଳା ଅଦିନିଆ ମେଘ ଲିଭାଇ ପାରିବ ହୃଦୟର ଦୁଃଖ ଜ୍ୱାଳା? ହୃଦୟରେ ଅଛି କେତେ ଯେ ବିରହ ଦୁଃଖ ଅଛି କେତେ ବନ୍ଧୁ ସେ ଦୁଃଖକୁ ଭାଇ ଭସେଇ ପାରିବ ଏ ତେର ନଇ ସାତ ସିନ୍ଧୁ? ପ୍ରେମିକା ତ ଏଠି ମିଛେଇ ସାଜିଛି ମିଛରେ କରେ ଯେ ପଣ ତା ପାଇଁ ତ ସବୁ ସାମାନ୍ୟ ତ ଲାଗେ ମା ରାଣ ବିଦ୍ୟା ରାଣ କଟା ଘା ରେ ଆଜି କାହିଁକି ଢାଳିବି ମେଞ୍ଚାଏ ମେଞ୍ଚାଏ ଲୁଣ ଯଦି ଢ଼ାଳିଦେବି ଦୁଃଖ ବଢ଼ିଯିବ ହଜାରେ ହଜାରେ ଗୁଣ.. ଶାୟର - ଦିଲ୍ଲୀପ କୁମାର ନାଏକ"

ଅଦିନିଆ ମେଘ          ଲିଭାଇ ପାରିବ 
ଅଗ୍ନିକୁଣ୍ଡ ନିଆଁ ହୁଳା 
ଅଦିନିଆ ମେଘ           ଲିଭାଇ ପାରିବ 
ହୃଦୟର ଦୁଃଖ ଜ୍ୱାଳା? 

ହୃଦୟରେ ଅଛି           କେତେ ଯେ ବିରହ 
ଦୁଃଖ ଅଛି କେତେ ବନ୍ଧୁ 
ସେ ଦୁଃଖକୁ ଭାଇ            ଭସେଇ ପାରିବ 
ଏ ତେର ନଇ ସାତ ସିନ୍ଧୁ? 

ପ୍ରେମିକା ତ ଏଠି               ମିଛେଇ ସାଜିଛି 
ମିଛରେ କରେ ଯେ ପଣ 
ତା ପାଇଁ ତ ସବୁ         ସାମାନ୍ୟ ତ ଲାଗେ 
ମା ରାଣ ବିଦ୍ୟା ରାଣ 

କଟା ଘା ରେ ଆଜି             କାହିଁକି ଢାଳିବି 
ମେଞ୍ଚାଏ  ମେଞ୍ଚାଏ ଲୁଣ 
ଯଦି ଢ଼ାଳିଦେବି                 ଦୁଃଖ ବଢ଼ିଯିବ
ହଜାରେ ହଜାରେ ଗୁଣ.. 


ଶାୟର -    ଦିଲ୍ଲୀପ କୁମାର ନାଏକ

my first odia sayari...

7 Love

"ମିଛ ଏ ଦୁନିଆ ମିଛ ଏ ସଂସାର ମିଛ ଏଠି ପ୍ରେମ ଆଜି ମିଛ ନଗରୀରେ ଲୁଟୁଛି ହୃଦୟ ସୁନ୍ଦରୀ ଝିଅଟେ ସାଜି ମିଛ କହି ପୁଣି ଲୁଟୁଛି ଲୋକଙ୍କୁ ମିଛୁଆ ନେତା ଏଁ ଆସି ମିଛ ଆଜିକାଲି ସବୁଠି ଚାଲୁଚି ସତ ତ ଗଲାଣି ରୁଷି ପ୍ରେମିକ ମନରେ ନିଆଁ ଲାଗେ ଆଜି ତାର କାରଣ ମିଛ ପ୍ରକୃତ ପ୍ରେମ ତ ହଜି ତ ଗଲାଣି ସବୁ ଏଠି ଭାଇ ତୁଛ ତିନି ତୁଣ୍ଡରେ ଯେ ଛେଳି ତ କୁକୁର ସଭିଏଁ କୁହନ୍ତି ଭାଇ ମିଛୁଆ ଲୋକ ତ ସବୁ ତ ପାଇବେ ହେଲେ ପ୍ରେମକୁ ପାଇବେ ନାହିଁ.. ଶାୟର ଦିଲ୍ଲୀପ କୁମାର ନାଏକ"

ମିଛ ଏ  ଦୁନିଆ          ମିଛ ଏ ସଂସାର 
ମିଛ ଏଠି ପ୍ରେମ ଆଜି 
ମିଛ ନଗରୀରେ           ଲୁଟୁଛି ହୃଦୟ 
ସୁନ୍ଦରୀ ଝିଅଟେ ସାଜି 

ମିଛ କହି ପୁଣି          ଲୁଟୁଛି ଲୋକଙ୍କୁ 
ମିଛୁଆ ନେତା ଏଁ ଆସି 
ମିଛ ଆଜିକାଲି            ସବୁଠି ଚାଲୁଚି 
ସତ ତ ଗଲାଣି ରୁଷି 

ପ୍ରେମିକ ମନରେ      ନିଆଁ ଲାଗେ ଆଜି 
ତାର କାରଣ ମିଛ 
ପ୍ରକୃତ ପ୍ରେମ ତ         ହଜି ତ ଗଲାଣି 
ସବୁ ଏଠି ଭାଇ ତୁଛ 

ତିନି ତୁଣ୍ଡରେ ଯେ    ଛେଳି ତ କୁକୁର 
ସଭିଏଁ କୁହନ୍ତି ଭାଇ 
ମିଛୁଆ ଲୋକ ତ   ସବୁ ତ ପାଇବେ 
ହେଲେ ପ୍ରେମକୁ ପାଇବେ ନାହିଁ.. 



ଶାୟର  ଦିଲ୍ଲୀପ କୁମାର ନାଏକ

ମିଛ

7 Love
1 Share