Nojoto: Largest Storytelling Platform
subratkumardas5962
  • 217Stories
  • 241Followers
  • 1.6KLove
    498Views

Subrat kumar Das

I'm a psycho writer......

  • Popular
  • Latest
  • Video
4ded87bd86f8f308b18b846cadedaa91

Subrat kumar Das

Life is just like a Benzene Ring
Happiness & Sorrow attached with each other like
Carbon & Hydrogen Molecules

©Subrat kumar Das

0 Love

4ded87bd86f8f308b18b846cadedaa91

Subrat kumar Das

Delete Your Problems From Your trash🧠
Enjoy Each Moment Like a Butterfly🦋
cz'Death is Uncertain & Bitter truth

©Subrat kumar Das #parent

0 Love

4ded87bd86f8f308b18b846cadedaa91

Subrat kumar Das

ରେ ମନୁଷ୍ୟ ମୁଁ ନିରାକାର ମୋତେ ଆକାର ଦେବାପାଇଁ ଚେଷ୍ଟା କରନି ନଚେତ୍ ଏହାର ପରିଣାମ ଭୟଙ୍କର ହେବ

©Subrat kumar Das #Drops

9 Love

4ded87bd86f8f308b18b846cadedaa91

Subrat kumar Das

ଦୁଷ୍ଟ ଅପରାଧୀ ଅବାଧ ପରାୟେ
ଉଡି ବୁଲେ ଗଗନ ରେ
ହଜାର ହଜାର ନିରୀହ କଏଦୀ 
ବନ୍ଦୀ ଏଠି କାରାଗାରେ

©Subrat kumar Das #meltingdown
4ded87bd86f8f308b18b846cadedaa91

Subrat kumar Das

ଆଁ ମେଲାକରି ଛଟ ପଟ ଏଠି
ଆଦ୍ର ଭୂମି ର ଅଖା
ନିର୍ଲଜ ଜଳୀୟବାସ୍ପ ଗୁଡ଼ାକ ଯେ
ସାଜିଛନ୍ତି ଉର୍ଦ୍ଧ ମୁଖା

©Subrat kumar Das #Drops

9 Love

4ded87bd86f8f308b18b846cadedaa91

Subrat kumar Das

ରାତି ସରିଗଲେ ଦିନ ଆସେ ବାବୁ
ନାଟକ ସରିଲେ ଚରିତ୍ର ଶେଷ
ବାହାଘର ପରେ ବେଦୀ ମୁହଁ ପୋଡ଼ା
ମଣିଷ ମରିଲେ ମୁଠେ ପାଉଁଶ

©Subrat kumar Das #RAMADAAN

7 Love

4ded87bd86f8f308b18b846cadedaa91

Subrat kumar Das

ଦୂର ଆକାଶ ର   ଜହ୍ନ କୁ ପଚାର
      ପୃଥିବୀ ର ପ୍ରତିଛବି
ସେ ଜହ୍ନ କହିବ   ମୋର ମହାଜନ
      ସୁପ୍ତ ଅସ୍ତଗାମି ରବି

©Subrat kumar Das #SunSet

10 Love

4ded87bd86f8f308b18b846cadedaa91

Subrat kumar Das

ଦୂର ଦିଗବଳୟେ      ଘନ ବିଭାବରି
ଅଦିନେ ଦିଶଇ ଅବଶ୍ୟ ନୂଆ
ସିନ୍ଧୂରା ଫଟାଇ    ଅମାପ ତେଜସ୍ୱ
ମାଡ଼ି ଆସୁଅଛି ତୁହା କୁ ତୁହା

©Subrat kumar Das #BengalBurning
4ded87bd86f8f308b18b846cadedaa91

Subrat kumar Das

ବୌଦ୍ଧ ଓ ଇସାଇ , ଖ୍ରୀଷ୍ଟ - ହିନ୍ଦୁ ଭାଇ
ଜୈନ ଠୁ ମୁସଲମାନ
ଶ୍ୱାସରୁଦ୍ଧ ହୋଇ ସଭିଏଁ ଡାକନ୍ତି
ଦିଅ ମୋତେ ଅମ୍ଳଜାନ।

©Subrat kumar Das #Nodiscrimination 
#ଓଡ଼ିଆ_କବିତା

#Nodiscrimination #ଓଡ଼ିଆ_କବିତା

8 Love

4ded87bd86f8f308b18b846cadedaa91

Subrat kumar Das

ଯେ ଦେଶର ବୁକୁ ପରେ କୁଳୁ କୁଳୁ ନାଦ ଭରେ
ବହିଯାଏ ଚିରସ୍ରୋତା ସେ ଗଙ୍ଗା ନଦୀ
ଯା ପୟର ନିରନ୍ତର ହୋଇ ଉଲ୍ହାସ ବିଭୋର
ନୀରବରେ ଧୋଉଥାଏ ସଦା ବାରିଧି।

©Subrat kumar Das

7 Love

loader
Home
Explore
Events
Notification
Profile