Find the Latest Status about odia quotes on father from top creators only on Nojoto App. Also find trending photos & videos about, odia quotes on father.
PM Shayari
ମୋ ବାପା ଦିନସାରା ଦେହଟାକୁ ଶାଣ ଦେଇ ଦେଇ ଠିକ୍ ରାତି ନଅଟା ବେଳେ ଶୋଇ ପଡନ୍ତି ମୋ ବାପା ତାଙ୍କ ସ୍ବପ୍ନ ଚାଦରଟା ତଳେ ବିଛେଇ ଦିଅନ୍ତି ଆଉ ଘୋଡି ପଡନ୍ତି ମୋ ସ୍ଵପ୍ନଟାକୁ କମ୍ବଳ କରି ଜାକିଜୁକି ତାଙ୍କ ଚାଦରଟା ହୁଏ ଲୋଚାକୁଚା ମୋ କମ୍ବଳଟା ତ ସାତ ଫଟା ତଥାପି ଆରମ୍ଭରୁ ଅପରାହ୍ନ ଛାଡନ୍ତି ନାହିଁ ମୋ ବାପା ବୋଧହୁଏ ବାପାଙ୍କୁ ସ୍ବପ୍ନ ଆସେନା ଜୋର କରି ମାଡ଼ି ବସି ଥାନ୍ତି ମୋ ସ୍ବପ୍ନଟାକୁ କାଳେ ଭୂଲିଯିବେ ବୋଲି ମୁଁ ବି ଦେଖେ ପାରିବାପଣକୁ ପାର କରି ଅନାୟାସରେ ସବୁ କିଛି ଢାଳି ଦିଅନ୍ତି ମୋ ବାପା ସକାଳେ ଉଠି କୋଦାଳଟା କାନ୍ଧରେ ପକାନ୍ତି ବିଲକୁ ଯାଆନ୍ତି ସେଠି ହାଣି ସମାନ କରି ଦିଅନ୍ତି ନିଜର ସ୍ବପ୍ନ ସବୁ ଆଶା ସବୁ ଭାବନା ସବୁ ଠପ୍ କରି ତା ଉପରେ ପୋତି ଦିଅନ୍ତି ପ୍ରତ୍ୟାସର ମଞ୍ଜି ଟିଏ ଗରଳ ଫିଙ୍ଗା ଖରାଟାରେ ମୁନ୍ଦା ଲୁଣିଆ ଜଳ ଢାଳନ୍ତି ରକ୍ଷା କରନ୍ତି ମୋ ବାପା ସମସ୍ତ ଦେଖନ୍ତି ବାପାଙ୍କର ଫଳ ପ୍ରତି ଲୋଭ ନାହିଁ ଲୋକେ କୁହନ୍ତୁ ଭଲ ଫଳ ଫଳିଛି ଖାଲି ଏତକ ଚାହାଁନ୍ତି ମୋ ବାପା ପ୍ରସାନ୍ତ ମଲ୍ଲିକ ଭିଲ୍ଲା,ଗୋପାଳପୁର,ବାଲେଶ୍ଵର 9583548827 #alone #father #odia #ପ୍ରସାନ୍ତ #love #FathersDay #father
Hardik Raj Singh
कभी अभिमान तो कभी स्वाभिमान है पिता, मेरी ज़मीन ,मेरा आसमान है पिता ।। जन्म दिया है अगर माँ ने , तो जानेगा जग जिससे वो पहचान है पिता।। कभी कंधे पर बीठा कर मेला दिखलाते है, कभी बनकर घपड पूरा घर घूमते है।। माँ अगर पैरों पर चलना सिखाते है , तो पैरों पर खड़ा होना सिखाता है पिता।। कभी रोटी तो कभी पानी है पिता, कभी बुढापा तो कभी जवानी है पिता।। माँ अगर है मासूम सी लोरी , तो कभी न भूल पाऊंगा वो कहानी है पिता।। कभी हँसी तो कभी अनुशासन है पिता , कभी मोन हो कभी भाषण है पिता ।। माँ अगर है घर की रसोई, तो चलता है घर जिससे वो राशन है पिता।। #nojoto #quotes on father
Jharana Rout
"ଶୂନ୍ୟତା ରାସ୍ତାରେ ଏକା ଚାଲିବାକୁ ହେବ ଲୋଡ଼ା ନାହିଁ କାହା ସାହାରା ଭରଷା ଅଛି, ବିଶ୍ୱାସ ବି ଅଛି ହାରିବିନି ଆଉ ଏହି ଜୀବନେ " ©Jharana Rout odia Quotes
Mathi
"It is not flesh and blood, but heart which makes us fathers and sons." ©Mathi # father quotes