Find the Latest Status about aswathy das from top creators only on Nojoto App. Also find trending photos & videos.
Subhasis behera
"When u heartly want to do something good, nature will opens a door for u." ©Subhasis behera nature#nature#motivatu Smrutirekha Dash SARMISTHA DAS Smrutirekha Dash SARMISTHA DAS
Subhasis behera
"ଏ ଭିଡ଼ ଭିତରୁ ନିଜକୁ ବାହାର କରି ଏକାନ୍ତ ରେ ସମୟ ଦେଲେ ଜୀବନ ର ପ୍ରକୃତ ଉଦ୍ଦେଶ୍ୟ ଅନୁଭବ ସମ୍ଭବ" । ©Subhasis behera anubhaba SARMISTHA DAS Smrutirekha Dash
Subhasis behera
"love is a invisible thread which has the capacity to connect & bind two souls in every situation of life." ©Subhasis behera #Love #love❤ #Life #life #lesson Smrutirekha Dash SARMISTHA DAS Smrutirekha Dash SARMISTHA DAS
Subhasis behera
"ନିଜ ବିଷୟରେ ଯେତେ ଭଲ କହିଲେ, ନିଜକୁ ଯେତେ ଭଲ ବୋଲି ଦେଖେଇବାକୁ ଚେଷ୍ଟା କଲେ ବି ତୁମ ଆଚରଣ ହିଁ ତୁମର ପ୍ରକୃତ ମାନସିକତା କୁ ପ୍ରତିପାଦନ କରିଦିଏ। କାରଣ ତୁମ ଭିତରେ ଯାହା ନାହିଁ ତାକୁ ସବୁବେଳେ ଦେଖେଇବା ସମ୍ଭବ ନୁହଁ।" ©Subhasis behera activity#odia# SARMISTHA DAS Smrutirekha Dash
Subhasis behera
अपने जीवन के बारे में ज्यादा मत सोचो, क्योंकि तुम्हें यहां लंबे समय तक नहीं रहना है। ©Subhasis behera #life #Life #selflove SARMISTHA DAS Smrutirekha Dash
Subhasis behera
"ସମ୍ପର୍କ ଆରମ୍ଭ ରେ ଗପ ବି ସତ ଭଳି ଲାଗେ ଆଉ ସମ୍ପର୍କ ପୁରୁଣା ହେବା ପରେ ସତ ବି ଗପ ବୋଲି ମନେହୁଏ।" ©Subhasis behera #relation #ସମ୍ପର୍କ #lonely SARMISTHA DAS Smrutirekha Dash
Subhasis behera
"ଥରେ ତୁମର ଅର୍ଥ ଆଉ ପଦବୀ ର ଅହଙ୍କାର କୁ କାଢ଼ିଦେଇ ତ ଦେଖ - କେହି ତୁମଠୁ ଅଲଗା ନୁହନ୍ତି।" ©Subhasis behera #separate#different#alagaa SARMISTHA DAS Smrutirekha Dash
Shameem U K
നിറ വർഗ ഭേദമില്ലാതെ തമ്മില് വിശ്വാസം ഊട്ടി ഉറപ്പിക്കുന്ന മഞ്ഞച്ചരടുമായി വരുന്നവർ ഒരിക്കലും പാതിവഴിയിൽ ഉപേക്ഷിച്ചു പോകില്ല.മനസ്സിലുടലെടുക്കും വിശ്വാസം അതെന്നും സുതാര്യമായ കണ്ണാടി പോലെയാണ് #YourQuoteAndMine Collaborating with Aswathi Achu