Find the Latest Status about odia quotes image from top creators only on Nojoto App. Also find trending photos & videos about, odia quotes image.
Jharana Rout
"ଶୂନ୍ୟତା ରାସ୍ତାରେ ଏକା ଚାଲିବାକୁ ହେବ ଲୋଡ଼ା ନାହିଁ କାହା ସାହାରା ଭରଷା ଅଛି, ବିଶ୍ୱାସ ବି ଅଛି ହାରିବିନି ଆଉ ଏହି ଜୀବନେ " ©Jharana Rout odia Quotes
Nojoto ଓଡ଼ିଆ
"ମାତୃଭୂମି, ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ?" ପ୍ରକୃତି କବି " ଗଙ୍ଗାଧର ମେହେର" ଶୁଭରାତ୍ରୀ ବନ୍ଧୁଗଣ l Good night quotes in odia #nojoto #nojotoodia Good night quotes in odia #ମାତୃଭାଷା #ମାତୃଭୂମି
Nojoto ଓଡ଼ିଆ
ଅହଂକାରଶୂନ୍ୟ ଆଚରଣ ହିଁ ପ୍ରକୃତ ଆଧ୍ୟାତ୍ମିକତା ।। -ସ୍ଵାମୀ ଆନନ୍ଦ ସରସ୍ଵତୀ "ଶୁଭ ସକାଳ" Good Morning Quotes in Odia... #Nojoto #Quotes #Nojotoodia
Nojoto ଓଡ଼ିଆ
ସମସ୍ତେ ଖୁସିରେ ରହନ୍ତୁ ଏହା ହିଁ ପ୍ରାର୍ଥନା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ।। "ଶୁଭ ରାତ୍ରୀ ବନ୍ଧୁଗଣ " Good Night quotes in Odia... #Nojoto #quotes #Nojotoodia
Nojoto ଓଡ଼ିଆ
ଯାହାର ନିଜ ଉପରେ ନିୟନ୍ତ୍ରଣ ନାହିଁ ସେ ସମନ୍ତଙ୍କ ଠାରୁ ଦୀନ-ଦୁର୍ବଳ । "ସୁପ୍ରଭାତ" Good Morning Quotes in Odia... #Nojoto #quotes #Nojotoodia
Nojoto ଓଡ଼ିଆ
ମୂର୍ଖ ହୋଇ ରହିବା ସେତିକି ଲଜ୍ଜାର ବିଷୟ ନୁହେଁ , ଯେତିକି ଶିଖିବା ପାଇଁ ଚେଷ୍ଟା ନ କରିବା | 'ଶୁଭ ରାତ୍ରୀ' Good Night quotes in Odia. . . #Nojoto #quotes #Nojotoodia