Nojoto: Largest Storytelling Platform

New a good poem about life Quotes, Status, Photo, Video

Find the Latest Status about a good poem about life from top creators only on Nojoto App. Also find trending photos & videos.

    PopularLatestVideo

BAPUN

A poem about my Life...

read more
(:: ଅବାସ୍ତବ ଭାବନା ::)

ହସଭରା ମୁଖ ପଛେ
              ଶତ ଚିନ୍ତାର ସ୍ରୋତ,
ଅବାସ୍ତବ ଭାବନାରେ
              ମୋ ହୃଦ ମର୍ମାହତ।

ବିଜନ ସ୍ଥଳେ ନିର୍ବିକାର ରୂପେ
                         ଚିନ୍ତନେ ବ୍ୟଥିତ ଏ ମନ,
ଅସ୍ଥିର ବ୍ୟାକୁଳ ହୋଇଉଠେ ସେ
                        ଦେଖେ ନିତି ଦିବା ସ୍ଵପ୍ନ।

ସ୍ୱପ୍ନର ଗଭୀର ସାଗର ତରଙ୍ଗେ
                      ମୁଁ ଯେ କାତହୀନ ନାଉରୀ,
କୂଳ ନପାଇ ନାଆଟି ମୋର
                          ଢେଉମେଳେ ଯାଏ ଅପସରି।

କୁଟୁମ୍ବ ଚଳାଇ ଆଗକୁ ବଢ଼ଇ
                       ବଡ଼ ପୁଅର ଏତ ପଣ,
ନିଦ୍ରାହୀନ ହୋଇ ଦେଖେ କେତେ ସ୍ବପ୍ନ
                         ଏଇ ମୋ ଅସ୍ଥିର ମନ।

ସ୍ୱପ୍ନର ବାଟରେ ମୁଁ ଜଣେ ବାଟୋଇ
                              ମନେ ସଞ୍ଚି କେତେ ସ୍ବପ୍ନ,
ଅବାସ୍ତବ ଭାବନାକୁ ବାସ୍ତବେ ଦେଖିବି
                           ବ୍ୟାକୁଳ ହୁଅଇ ମନ।

ଆହେ ଜଗନ୍ନାଥ ଜଗତର ନାଥ
                        ପୂରଣ କରହେ ମୋର ଶୂନ୍ୟ ହାତ,
ସ୍ବପ୍ନ ସବୁ ମୋର ସାକାର କରହେ
                    ଏତିକି ମୋ ତବ ପାଦେ ଦଣ୍ଡବତ। 

                                                           :-ଦୀପ୍ତି ରଞ୍ଜନ ନାଏକ A poem about my Life...

Suchitra Kumari Sahu

A short poem about life #nojotophoto

read more
 A short poem about  life

Shaziya Muju

#WoSadak life A good poem

read more
every moment is a fresh beginning

©Shaziya Muju #WoSadak life #A good poem

MD Samim

A good poem #Sports

read more
mute video

Victorious

#A good poem #Shayari

read more
mute video
loader
Home
Explore
Events
Notification
Profile