Nojoto: Largest Storytelling Platform

New odia shayari love Quotes, Status, Photo, Video

Find the Latest Status about odia shayari love from top creators only on Nojoto App. Also find trending photos & videos.

    PopularLatestVideo

Rakesh Kumar

Love shayari /Odia #Shayari

read more
ଜୀବନରେ ଯାହାର ଥରେ ହାତ ଧରିଛ ତାହା ହାତ କେବେବି ଛାଡିବନି 😣😣😣 Love shayari /Odia

suv

mute video

Priya Prayash

ମଣିଷ ଓ ସାମର୍ଥ୍ଯ #odiya #odia #odianojoto #Talk #nojotovideo

read more
mute video

Rajpradhan

#Odisa #brmapura#odia#Kanhu Charan prdhan

read more
ଏ ଦେହରେ ରହି, ଦେହକୁ କେମିତି ଜାଣିବି ?
ଦେହକୁ ମାନିଚି ନିଜର,
ସବୁ ଜାଣି ଶୁଣି ପୁଣୀ ବୁଲି ଯାଏ ,କେମିତିକରିବି ବିଚାର ?
ମନ ତ ହୋଇଛି ଦେହର ଚାକର !

ପଙ୍କରେ ଜନ୍ମହୋଇ, ମୁଁ ସ୍ଵଭାବ ମୋର କଇଁଫୁଲର..
ପଙ୍କ ପ୍ରକୃତି କୁ ମାନୁଚି ନିଜର , କେମିତି ହୋଇବି ପଦ୍ମନାଭ ର...
କାନ ଖଜୁଅଛି ଗୋବିନ୍ଦ ବାଣୀ ମୋର, ପାଟି ମାଗୁଅଛି ସ୍ଵାଦ,
ଆଖି ଖୋଜୁଅଛି ମାୟା ମୋହିନିକି, କେମିତି ପାଇବି ମାୟାଧର !
ରାମର ଭଜନ କେମିତି କରିବି, ସ୍ତ୍ରୀ କୁ ମାନିଚି ପ୍ରେମିକା 
ଦେହର ବୃତ୍ତି ପ୍ରେମ ଭାବୁଚି, କେମିତି ପାଇବି ପ୍ରଭୁ ପ୍ରେମଟା ?

ହନୁମାନ ହୋଇମୁଁ ଭୁଲିଛି ଆଜିମୁ ନିଜର ଶକ୍ତି,  ଜାମ୍ବନ୍ତ୍ ମୋର ପାଖରେ ନାହାଁନ୍ତି ଏକା କାନ୍ଦୁଅଛି ବସି,
ମନ କୁ ସାଧନ କଲେ ପାଇ ଯିବି, ମୁକ୍ତିର ଦୁଆର ଭାଇ...
କଣ୍ଟାତ ରହିବ ଏହି ଜୀବନରେ, ମୁଁହେବି ଗୋଲାପ ପରି,
ମନର କଥାକୁ କଲମ ରେ ଲେଖେ, ମନ ଭୁଲିଯିବ ବୋଲି ମୋଲେଖା ରେ ଭୁଲ୍ ଥିଲେ, ତମେ ଭୁଲି ଯିବା ଭାଈ !


-କାହ୍ନୁ ଚରଣ ପ୍ରଧାନ 
ବ୍ରହ୍ମପୁର, ଓଡିଶା  #odisa #brmapura#odia#kanhu Charan prdhan

Rakesh Kumar

Odia shayari #Shayari

read more
କୌଣସି ସମୟ ଖରାପ ନୁହେଁ।

ଭଲ ସମୟ ଖୁସି ଦିଏ।

ଖରାପ ସମୟ ଶିକ୍ଷା ଦିଏ। Odia shayari

RAKESH KUMAR BEHERA

odia shayari

read more
mute video

MOTUJERAI

Odia shayari

read more
mute video

Rakesh Kumar

Odia shayari #Shayari

read more
ନିଜେ ଖୁସିରେ ରହିବା ଅପେକ୍ଷା ଅନ୍ୟ ମାନଙ୍କୁ ଖୁସି ଦିଅ । Odia shayari

PM Shayari

तारीफ़ करना है तो सिर्फ चेहरे पर मत करो
क्योंकि लोग 
उसी पर अच्छा करने की कोशिश करते हैं
जिस पर तारीफ़ मिलता है #odia#shayari

Kaliyuga Krushna

shayari poetry odia @

read more
ସବୁ ସପନ ତ ସତ ହୁଏ ନାହିଁ
ଦେଇଯାଏ କିଛି ବ୍ୟଥା,

କଳ୍ପନା କୁ କିଏ ପାରିଛି କି ଛୁଇଁ
ଦୁଃଖ ହିଁ ମିଳେ ଅଯଥା

ବାସ୍ତବିକତାର ବାସ୍ତବ ବେଶରେ 
ବିଶ୍ୱାସ ସାଉଁଟୁ ଥାଏ,

ସେର ତ ପୂରେନା ମାଣ ବି ପୂରେନା
ଖାଲି ହାତେ ଫେରି ଯାଏ। #shayari #poetry #odia @
loader
Home
Explore
Events
Notification
Profile