Nojoto: Largest Storytelling Platform

New akuh Quotes, Status, Photo, Video

Find the Latest Status about akuh from top creators only on Nojoto App. Also find trending photos & videos about, akuh.

    PopularLatestVideo

Asima Jena

mute video

Archana Sahoo

kichhi akuha ....... #ଶାୟାରି

read more
mute video

Asima Jena

#storytelling #jibana ra kichhi akuha dukha

read more
mute video

Mrutyunjaya Sahoo

#YourQuoteAndMine Collaborating with MANARA AKUHA KATHA

read more
ତୁମ କୋକିଳ କଣ୍ଠ 
କୌଣସି ବାଦ୍ୟଯନ୍ତ୍ର ଠାରୁ ବି କମ ନୁହେଁ   #YourQuoteAndMine
Collaborating with MANARA AKUHA KATHA

Asima Jena

#storytelling #jibana ra kichhi akuha dukha

read more
mute video

Saipada Brajamohan

#akuhakatha #untold #story #odia #suvam #saipadabrajamohan #Love Choudhurŷ Ŕãmů parvaiz ahmed Alfaaz Tere Mere Asmit Yadav Aakas

read more
ମୁଁ ମୋ ଜୀବନରେ ଏମିତି ଜଣଙ୍କୁ ଚାହେଁ, 
ଯିଏ ମତେ ମନକୁ ମାରି ଗୁମ୍ ସୁମ୍ ବସିଥିବାର ଦେଖିଲେ ;
ଆସି ପଚାରିବ, "କଣ ହେଇଚି ଆଜି ଏତେ ଚୁପ୍ ଚାପ୍ କାହିଁକି ?"
ତା ପ୍ରଶ୍ନର ଉତ୍ତରରେ ମୁଁ ଯେବେ କହିବି, "କଣ ବା କହିବି ? କିଏ ଶୁଣିବ ମତେ ?"
ତ ସେ ମତେ କହିବ, "ମୁଁ ଅଛି ନା; କହିକି ତ ଦେଖ !"
ମୁଁ କେବେ ରାଗରେ କିମ୍ବା ଅଭିମାନ୍ କରି ମରି ଯିବା କଥା କହିଲେ, ସେ ମତେ କହିବ, "ଛି ! ସେମିତି କୁହନ୍ତିନି ।"
ମୁଁ ମୋ ଜୀବନରେ ଏମିତି ଜଣଙ୍କୁ ଚାହେଁ,
ଯିଏ ଖାଲି ମୋ କହିବା କଥା ନୁହେଁ, ମୋ ଅକୁହା କଥାକୁ ବି ବୁଝି ପାରୁଥିବ ।
ଆପଣବି ସେମିତି ଜଣଙ୍କୁ ଚାହାନ୍ତି ନା ???
@suvam@

©Saipada Brajamohan #akuhakatha #untold #story #odia #Nojoto #suvam #saipadabrajamohan 

#Love  Choudhurŷ Ŕãmů parvaiz ahmed Alfaaz Tere Mere  Asmit Yadav Aakas
loader
Home
Explore
Events
Notification
Profile