Nojoto: Largest Storytelling Platform

New attila story Quotes, Status, Photo, Video

Find the Latest Status about attila story from top creators only on Nojoto App. Also find trending photos & videos about, attila story.

Related Stories

    PopularLatestVideo

Chittaranjan Sahoo

#story life love #bangles #Attire #Beautiful

read more
ମୁଁ - କହିଲୁ ତୋ ପାଇଁ କଣ ନେବି ?
ସେ - କାହିଁକି ?
ମୁଁ - ଆରେ କହୁନୁ କଣ ନେବି ?
ସେ - ପଚାରୁଛି ପରା କାହିଁକି ?
ମୁଁ - ଜଣେ ଜଣକୁ କିଛି ଦବା ପାଇଁ କ'ଣ କାରଣ ନିହାତି ଦରକାର !
ସେ - ହେଲେ ମୁଁ ତ, ତୋ ଠାରୁ କିଛି ନେବିନି । ଏ ଦବା ନବା ଭିତରେ ଲୋଭ ବଢେ ସମ୍ପର୍କ ନୁହେଁ ।
ମୁଁ - ମୁଁ ତ ନବା କଥା କହୁନି ,କେବଳ ଦବା କଥା କହୁଛି। 
ସେ - ଯଦି ନେଇ ନ ପାରିବୁ ଦବୁ କାହିଁକି ?
ମୁଁ - ଯେମିତି ମୁଁ ଜାଣିନି ଆଉ !
ସେ - କଣ ଜାଣିଛୁ କହିଲୁ ?
ମୁଁ - ସତରେ କହିବି ତ ?
ସେ - ହଁ ,କହ ।
ମୁଁ - ସମୁଦ୍ର କୂଳରେ ରାତିରେ ଜହ୍ନଠୁ ଆରମ୍ଭ କରି ସକାଳର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ,ବାଇକ୍ ରେ କୋଳାହଳ ସହରଠୁ ନେଇ ଶାନ୍ତ ପରିବେଶ "ମନାଲି" ପର୍ଯ୍ୟନ୍ତ, ପୁଣି ନଦୀର ଡଙ୍ଗାଠୁ ଆରମ୍ଭ କରି ଜାହାଜରେ ଆଣ୍ଡାମାନ ପର୍ଯ୍ୟନ୍ତ ଆଉ ଖଣ୍ଡେ ଫ୍ରେଣ୍ଡସିପ୍ ସୁତା ଠାରୁ ହାତରେ ଚୁଡ଼ି ଆଉ ଶଙ୍ଖା ପର୍ଯ୍ୟନ୍ତ, ଏ ସବୁ ପୁଣି ତୋ ମନର ମଣିଷ ସହ ...।
ସେ - ଚୁଡ଼ି ଶଙ୍ଖା କଥା ତ ମୁଁ କହିନି କିଛି !
ମୁଁ - ନା ମୁଁ ଟିକେ ଭାବି ଦେଲି ଆଉ ।
ସେ - ବେଶି ଭାବେନା କବି ହେଇଯିବୁ ।
ମୁଁ - ଆଚ୍ଛା ତୋ ପାଇଁ ଚୁଡ଼ି ଆଣିବି?
ସେ - ପୁଣି ସେଇ କଥା ,  ମନା କଲି ପରା କିଛି ଦରକାର ନାହିଁ । ମୁଁ କାହା ଠାରୁ କିଛି ନିଏନା , ଆଉ ହଁ ମୁଁ ହାତରେ କିଛି ପିନ୍ଧିବାର ଦେଖିଛୁ କି , ଚୁଡ଼ି ପିନ୍ଧିବା ତ ଦୂରର କଥା । #story  #life #love #bangles #attire #beautiful

vishal

mute video

official ਕਾਤਿਲ ਲਿਖਾਰੀ

mute video

GOLDEN SUNRISE

#anmolvachan#short story #Motivationalnojoto@Antima Jain @Pankaj mishra #Life

read more
mute video

@love_is_insane_for_me

#krishna_flute #Srory #story #Emotional Innocent5117

read more
mute video

arshu

sad story 🤗 SAD Srory

read more
mute video
loader
Home
Explore
Events
Notification
Profile