Nojoto: Largest Storytelling Platform

New a challenge 4 u Quotes, Status, Photo, Video

Find the Latest Status about a challenge 4 u from top creators only on Nojoto App. Also find trending photos & videos about, a challenge 4 u.

    PopularLatestVideo

Chandan Jena

A poem 4 u LOVE..... #chandan #କବିତା

read more
ଗୀତଟିଏ ତମ ପାଇଁ 

ଥିଲି ମୁହିଁ ଏକା          ହୋଇଗଲା ଦେଖା
ଯେବେ ତମ ସହ ମୋର
ମୋର ହୃଦୟର          ସେହି ଚାରିକାନ୍ଥେ 
ଆଙ୍କିଗଲା ଛବି ତୋର ।।
କେମିତି ଭୁଲିବି           ତତେ ମୁହିଁ କହ
ସାଜିଛୁ ମୋ ମନ ରାଣୀ
ଦୁନିଆ ଜାଣିନି             ଏ କଥାଟି ସତ 
ହୃଦୟ ଯାଇଛି ହାଣି ।।
ଭାବୁଛି ମୁଁ ବସି              ଲେଖୁଛି ମୁଁ ହସି
  ଗୀତଟିଏ ତମ ପାଇଁ
ଜାଣିନାହିଁ ତମେ              ଜାଣିବ କେମିତି
ପଚାରୁଛି ମୋର ଭାଇ ।।
ମନ ମନ୍ଦିରର              ଦେବୀ ତମେ ମୋର
ସଜାଇଛି ଫୁଲ ଦେଇ
ପୂଜିବି ତମକୁ             ମୋ ଜୀବନ ସାରା
କରିଛି ପ୍ରତିଜ୍ଞା ମୁହିଁ ।।
ତମ ଭଳି ଝିଅ            ଦେଖି ମୁଁ ନ ଥିଲି 
ପୂର୍ବରୁ କେବେ ତ ମୁହିଁ
ଦେଖିଦେଲା ପରେ          ହେଲି ମୁଁ ଦିୱାନା 
ପାରୁନି ତମକୁ କହି ।।
ସମୟ ପାଇଲେ          ଲେଖେ ମୁଁ ଏମିତି 
ଗୀତଟିଏ ତମ ପାଇଁ 
ଜାଣ କି ନ ଜାଣ           ତମେ ଏହି କଥା
ଯାଇଛି ଭଲ ମୁଁ ପାଇ ।।
ଜାଣିନାହିଁ କେବେ           ହୋଇଗଲା ଭାବ
ତମ ମନ ସାଙ୍ଗେ ମୋର
ସ୍ପନ୍ଦନର ସହ            ମୋ ମନ କହଇ
ତମେ ତ ମୋର ନିଜର ।।
ସମ୍ମାନ ଜଣାଏ             ତମ ନିଷ୍ପତ୍ତିକୁ
ରଖିବି ତମର କଥା
ଜୀବନରେ କେବେ           ଆସିଲେ ଜଞ୍ଜାଳ
ପାତିଦେବି ମୋର ମଥା ।।
ଉତ୍ସାହର ସହ              ଲେଖୁଛି ମୁଁ ଆଜି
ଗୀତଟିଏ ତମ ପାଇଁ
ତମେ ଭୁଲିଗଲେ            ଭୁଲିଯାଅ ପଛେ
ତମକୁ ଭୁଲିବି ନାହିଁ ।।

     - + × ÷ ଚନ୍ଦନ କୁମାର 
            ୨୨ ଅଗଷ୍ଟ ୨୦୨୦ 
             ବଙ୍ଗଳାଶ୍ରୀ ଛନ୍ଦ

©Chandan Jena A poem 4 u

LOVE.....

#chandan

Ashish Ashutosh Mandal

4 u.

read more
खुद के सपनों को हकीकत में बदलने के लिए,
दूसरो को एक सपना लगना चाहिए। 4 u.

Amoo

4 U

read more
Wo Jo rastoon k hamsafar thy... 
Wo beech me yuhi bichar gaey hain... 
Hum Aj b akhir ussi safar pe...
Pr wo apni manzil badal gaey hain... 4 U

Mohammad Ammar

4 u ......

read more
mute video

vishnu rathod

4 u ###

read more
jite the hum bus ek tere hi sahare ...

jab se tune choda na raha hamara koi sahara 4 u ###

vishnu rathod

4 u ##

read more
mute video
loader
Home
Explore
Events
Notification
Profile