Nojoto: Largest Storytelling Platform

Best Nihar Shayari, Status, Quotes, Stories

Find the Best Nihar Shayari, Status, Quotes from top creators only on Nojoto App. Also find trending photos & videos about nihar pandya and deepika padukone, love shayari in hindi for nihar, nihar pandya deepika padukone, nihar ranjan panda, nihar thakkar,

  • 9 Followers
  • 35 Stories
    PopularLatestVideo

jolly smile

mute video

koushik lenka

#yqquotes #Yqbhaina #ଆଶାର_ଆଲୋକ #Nihar #YourQuoteAndMine Collaborating with Nihar #କୌଶିକ #ଭୁଲଥିଲାମୋରକେତେ

read more
ମ‌ଉନେ ପ୍ରତୀଚୀ ନ‌ଇଁଚି ମଥା ତପନ ଫେରିବା ଆଶେ
ମ‌ଉନେ କୁସୁମ ଅପେକ୍ଷାରତ ଭ୍ରମର ଶୃଙ୍ଗାର ଆଶେ
ମ‌ଉନେ ମୟୂର ଘୁମୁରେ କଳାମେଘ ଦେଖିବା ଆଶେ
ମ‌ଉନେ ତମେ ବସିଛ ମୋ ପ୍ରତ୍ୟୁତ୍ତର ଆଶେ। #yqquotes 
#yqbhaina 
#ଆଶାର_ଆଲୋକ 
#nihar   #YourQuoteAndMine
Collaborating with Nihar #କୌଶିକ #ଭୁଲଥିଲାମୋରକେତେ

JS Jyoti

#yqquotes #yqodiawriting #କ୍ଷତ #ମନ #ହୃଦୟ #Nihar #YourQuoteAndMine Collaborating with Nihar

read more

ଯଦି ଶବ୍ଦରେ ତୁମେ ଜଖମ
ତେବେ ପ୍ରେମ ମୋର ମଲମ
ଯେତେ ଯେତେ ତୁମେ ଜଖମ ହେବ
ସେତେ ସେତେ ମୋର ପ୍ରେମ ଲୋଡ଼ିବ
ସେଥିପାଇଁ ତ ମୁଁ କବିତା ଲେଖେ
କବିତାରେ ଖାଲି ତୁମକୁ ଦେଖେ । #yqquotes 
#yqodiawriting 
#କ୍ଷତ 
#ମନ #ହୃଦୟ 
#Nihar  #YourQuoteAndMine
Collaborating with Nihar

JS Jyoti

#yqquotes #Yqbhaina #yqodiawriting #ଭାବନା_ର_ଅନ୍ତରାଳେ #Nihar #YourQuoteAndMine Collaborating with Nihar

read more
ତୁମ ନିଦ୍ରିତ ନୟନ ପଲକ ତଳେ
ନିରୋଳା ନିର୍ଜନ ନିଶାର୍ଦ୍ଧ ବେଳେ,
ସ୍ବପ୍ନ କୃଷ୍ଣଚୂଡ଼ା ନାଲି ରଙ୍ଗରେ ସତେ
ଖୋଜି ପାଇବ ଅର୍ଦ୍ଧରାତ୍ରରେ ମୋତେ । #yqquotes 
#yqbhaina 
#yqodiawriting 
#ଭାବନା_ର_ଅନ୍ତରାଳେ 
#Nihar #YourQuoteAndMine
Collaborating with Nihar

JS Jyoti

#yqquotes #yqodiawriting #Yqbhaina #ଓଦାଶବ୍ଦ #ଓଦା ମନ #Nihar #YourQuoteAndMine Collaborating with Nihar

read more

ଭାବନାରେ ଭିଜି ଭିଜି 
ପ୍ରୀତିର ପାଉଁଜି ପିନ୍ଧି
ଆଖିରେ ଲାଜକୁ ବୋଳି
ଅଧିର ଅଧର ତୋଳି
ଆସ କେବେ ଦେଖା ହେବା
ନିଦ ଓ ରାତି ମଝି ଗଳିରେ 
ସ୍ବପ୍ନର କଦମ୍ବ ମୂଳେ .... #yqquotes 
#yqodiawriting 
#yqbhaina 
#ଓଦାଶବ୍ଦ 
#ଓଦା ମନ 
#Nihar   #YourQuoteAndMine
Collaborating with Nihar

Jita Sahu

#yqquotes #yqodiawriting #ଡାଏରୀ_ହୃଦୟ_କଥା #Nihar #YourQuoteAndMine Collaborating with Nihar

read more
ତୁମର ସେ ଅଭିମାନକୁ 
ଥରୁଟେ ବୋଳି ଦେଇ 
ଦେଖ ମୋ ଦେହେ .... #yqquotes 
#yqodiawriting 
#ଡାଏରୀ_ହୃଦୟ_କଥା 
#Nihar  #YourQuoteAndMine
Collaborating with Nihar

Jyotshna Rani Sahoo

ଯୁଗଳ ବନ୍ଦୀପାଇଁ ନିମନ୍ତ୍ରଣ ରହିଲା 🙏 #yqbaba #ଏଣୁତେଣୁଭାବନା #ମୁଁଆଉତୁମେ #କିଛିଶବ୍ଦକିଛିଭାବନା #Nihar #YourQuoteAndMine Collaborating with Nihar

read more
ମୁଁ ସେ ସହରର ଆକାଂକ୍ଷା

ମୁଁ ସେ ଉପନ୍ୟାସର ସମୀକ୍ଷା

ମୁଁ ସେ ଜହ୍ନର ଇପ୍ସିତ ଜ୍ୟୋତ୍ସ୍ନା

ମୁଁ ସେ ଦୁଃଖର ରଜନୀଗନ୍ଧାର ବାସ୍ନା

ମୁଁ ସେ ପୃଷ୍ଠାର ମହକର ଲିପ୍ସା

ମୁଁ ସେ ଅଭିଳାଷ ର ଅଭିପ୍ରେତ ଦିଶା

ମୁଁ ସେ ପାଉଁଶ ଗଦା ରେ ଗଚ୍ଛିତ ନୂତନତ୍ବ

ମୁଁ ସେ ପଳାଶ ବଣର ଅତୃପ୍ତ ଅମରତ୍ଵ
— % & ଯୁଗଳ ବନ୍ଦୀପାଇଁ ନିମନ୍ତ୍ରଣ ରହିଲା 🙏

#yqbaba
#ଏଣୁତେଣୁଭାବନା
#ମୁଁଆଉତୁମେ
#କିଛିଶବ୍ଦକିଛିଭାବନା
#Nihar #YourQuoteAndMine
Collaborating with Nihar

Jyotshna Rani Sahoo

Do collab with me with any language😊🌷🌷🌷🌷🌷 Ask these questions to ur near and dear one and get exciting answer 😊 #yqquotes #yqbaba #some_ questions_for_you #Nihar #YourQuoteAndMine Collaborating with Nihar

read more
1) As I knew myself randomly after getting acknowledgement from my soul
2)we met first at the eve of immature thoughts
3) pouring love with pure heart
4) the most precious relation with no replacement , no comparison and immemorial is friendship ,I have been getting selfless love since first meeting till date.
5)your persona
6)you create your heart's obligation which is immortal
7)all of the above 😀❤️       Do collab with me with any language😊🌷🌷🌷🌷🌷
  Ask these questions to ur near and dear one and get exciting answer 😊
#yqquotes 
#yqbaba 
#some_ questions_for_you
#Nihar #YourQuoteAndMine
Collaborating with Nihar

Jyotshna Rani Sahoo

#yqquotes #yqdidiquotes #ତୁମ ଛୁଆଁ #Nihar #YourQuoteAndMine Collaborating with Nihar

read more
ସେ ସ୍ପର୍ଶରେ ତରଙ୍ଗାୟିତ ମୋ ଉଛୁଳା ଜୀବନର ବେଳାଭୂମି
କାଲି ନିରୋଳାରେ ଅଶାନ୍ତ ଆଉ ଆଜି ଭିଡ଼ରେ ଶାନ୍ତ ଉର୍ମି।  #yqquotes 
#yqdidiquotes 
#ତୁମ ଛୁଆଁ 
#Nihar #YourQuoteAndMine
Collaborating with Nihar

Captain Nikaxologist

....................

©Captain Nikaxologist surat
.
.
.
.
.
.
.
loader
Home
Explore
Events
Notification
Profile