tags

Best odiyashayri Shayari, Status, Quotes, Stories, Poem

Find the Best odiyashayri Shayari, Status, Quotes from top creators only on Nojoto App. Also find trending photos & videos.

  • 1 Followers
  • 7 Stories
  • Latest Stories

"ନିଜକୁ ଅନ୍ୟମାନଙ୍କ ଆଖିରେ ଦେଖିବା, ନିଜର ବାସ୍ତବିକ ସ୍ୱରୂପକୁ ନଦେଖି ନିଜର ନିରୀକ୍ଷଣ ଅନ୍ୟମାନଙ୍କ ଚକ୍ଷୁରେ କରିବାର ସ୍ୱଭାବ ହେଉଛି ଆମର ସମସ୍ତ ଦୁଃଖର କାରଣ #NojotoQuote"

ନିଜକୁ ଅନ୍ୟମାନଙ୍କ ଆଖିରେ ଦେଖିବା, ନିଜର ବାସ୍ତବିକ ସ୍ୱରୂପକୁ ନଦେଖି ନିଜର ନିରୀକ୍ଷଣ ଅନ୍ୟମାନଙ୍କ ଚକ୍ଷୁରେ କରିବାର ସ୍ୱଭାବ ହେଉଛି ଆମର ସମସ୍ତ ଦୁଃଖର କାରଣ  #NojotoQuote

#odiya#odiyashayri

5 Love

"ଭଲ ପାଇବା ଏକ ପବିତ୍ର ସମ୍ପର୍କ ଏଇ ଭଲ ପାଇବା ମଣିଷକୁ ପରିବର୍ତ୍ତନ କରେ ଆଉ ଏଇ ଭଲ ହିଁ ମଣିଷକୁ ସର୍ବନାଶ ବାଟକୁ ଆଣେ #NojotoQuote"

ଭଲ ପାଇବା ଏକ ପବିତ୍ର ସମ୍ପର୍କ ଏଇ ଭଲ ପାଇବା ମଣିଷକୁ ପରିବର୍ତ୍ତନ କରେ ଆଉ ଏଇ ଭଲ ହିଁ ମଣିଷକୁ ସର୍ବନାଶ ବାଟକୁ ଆଣେ #NojotoQuote

#odiya#odiyashayri

9 Love

"ଭଲପାଇବା ଏକ ସୁନ୍ଦର ଅନୁଭୂତି କିନ୍ତୁ ଏଇ ସୁନ୍ଦର ଅନୁଭୂତିକୁ କେତେ ଲୋକ ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ #NojotoQuote"

ଭଲପାଇବା ଏକ ସୁନ୍ଦର ଅନୁଭୂତି କିନ୍ତୁ ଏଇ ସୁନ୍ଦର ଅନୁଭୂତିକୁ କେତେ ଲୋକ ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ  #NojotoQuote

#odiya#odiyashayri

6 Love

"ନିଜ ବିଷୟରେ କେବେ କାହାକୁ ବୁଝାଇବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ଯେଉଁମାନେ ଆପଣଙ୍କୁ ପସନ୍ଦ କରନ୍ତି ସେମାନଙ୍କୁ ବୁଝାଇବା ଆବଶ୍ୟକ ପଡେ ନାହିଁ ଏବଂ ଯେଉଁମାନେ ପସନ୍ଦକରନ୍ତି ନାହିଁ ସେମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ବିଶ୍ବାସ କରିବେ ନାହିଁ #NojotoQuote"

ନିଜ ବିଷୟରେ କେବେ କାହାକୁ ବୁଝାଇବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ଯେଉଁମାନେ ଆପଣଙ୍କୁ ପସନ୍ଦ କରନ୍ତି ସେମାନଙ୍କୁ ବୁଝାଇବା ଆବଶ୍ୟକ ପଡେ ନାହିଁ ଏବଂ ଯେଉଁମାନେ ପସନ୍ଦକରନ୍ତି ନାହିଁ ସେମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ବିଶ୍ବାସ କରିବେ ନାହିଁ  #NojotoQuote

#odiya#odiyashayri

7 Love

"ସାଗର ସବୁଠାରୁ ମହାନ୍ । କିନ୍ତୁ ସେ ଅଶାନ୍ତ ହେଲେ ତା ବକ୍ଷରେ ଝଡ ଉଠିଲେ ସେ ନିଜର ସୀମାଲଂଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ #NojotoQuote"

ସାଗର ସବୁଠାରୁ ମହାନ୍ । କିନ୍ତୁ ସେ ଅଶାନ୍ତ ହେଲେ ତା ବକ୍ଷରେ ଝଡ ଉଠିଲେ ସେ ନିଜର ସୀମାଲଂଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ  #NojotoQuote

#odiya#odiyaqutos#shayri#odiyashayri

10 Love