Nojoto: Largest Storytelling Platform

Best odiyashayri Shayari, Status, Quotes, Stories

Find the Best odiyashayri Shayari, Status, Quotes from top creators only on Nojoto App. Also find trending photos & videos about love and break up shayari odiya, heart true love breakup odiya shayari, love shayari odiya, odiyan real story, odia video song,

  • 2 Followers
  • 8 Stories
    PopularLatestVideo

Swagatika Das

Love❤️ Follow me for more ............ ❤️......... Follow+like+share+comment+tag+support .............. ❤️............ Don't forget follow & share @Swagatika Das ................. ❤️..................... Double tap on post if you really like #India #Odisha #sayari #love❤️ #viral #odiyashayri #odianojoto #swagatika

read more
mute video

bindass sriya

ନିଜକୁ ଅନ୍ୟମାନଙ୍କ ଆଖିରେ ଦେଖିବା, ନିଜର ବାସ୍ତବିକ ସ୍ୱରୂପକୁ ନଦେଖି ନିଜର ନିରୀକ୍ଷଣ ଅନ୍ୟମାନଙ୍କ ଚକ୍ଷୁରେ କରିବାର ସ୍ୱଭାବ ହେଉଛି ଆମର ସମସ୍ତ ଦୁଃଖର କାରଣ  #NojotoQuote #odiya#odiyashayri

bindass sriya

ଭଲ ପାଇବା ଏକ ପବିତ୍ର ସମ୍ପର୍କ ଏଇ ଭଲ ପାଇବା ମଣିଷକୁ ପରିବର୍ତ୍ତନ କରେ ଆଉ ଏଇ ଭଲ ହିଁ ମଣିଷକୁ ସର୍ବନାଶ ବାଟକୁ ଆଣେ #NojotoQuote #odiya#odiyashayri

bindass sriya

ଭଲପାଇବା ଏକ ସୁନ୍ଦର ଅନୁଭୂତି କିନ୍ତୁ ଏଇ ସୁନ୍ଦର ଅନୁଭୂତିକୁ କେତେ ଲୋକ ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ  #NojotoQuote #odiya#odiyashayri

bindass sriya

ନିଜ ବିଷୟରେ କେବେ କାହାକୁ ବୁଝାଇବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ଯେଉଁମାନେ ଆପଣଙ୍କୁ ପସନ୍ଦ କରନ୍ତି ସେମାନଙ୍କୁ ବୁଝାଇବା ଆବଶ୍ୟକ ପଡେ ନାହିଁ ଏବଂ ଯେଉଁମାନେ ପସନ୍ଦକରନ୍ତି ନାହିଁ ସେମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ବିଶ୍ବାସ କରିବେ ନାହିଁ  #NojotoQuote #odiya#odiyashayri

bindass sriya

ସାଗର ସବୁଠାରୁ ମହାନ୍ । କିନ୍ତୁ ସେ ଅଶାନ୍ତ ହେଲେ ତା ବକ୍ଷରେ ଝଡ ଉଠିଲେ ସେ ନିଜର ସୀମାଲଂଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ  #NojotoQuote #odiya#odiyaqutos#shayri#odiyashayri

bindass sriya

କୌଣସି ସମ୍ପର୍କ କେବେ ବି ପକୃତି ହାତରେ ଭାଙ୍ଗେନାହିଁ ଆମର ସ୍ବାର୍ଥପରତା ,ମିଛ,ଅଣଦେଖା ହିଁ ସମ୍ପର୍କକୁ ଭାଙ୍ଗି ଚୁରମାର କରିଦିଏ
ଏ ସମ୍ପର୍କ ବି ଅଜବ ପ୍ରକାର ଶବ୍ଦ ବିଶ୍ବାସ ନ ପାଇବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଓ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ  #NojotoQuote #odiya#odiyashayri

bindass sriya


ଅଭିମାନ ସେଇଠି ଥାଏ ,ଯୋଉଠି ଭଲ ପାଇବା ଥାଏ ,
ରାଗ  ସେଇଠି ଥାଏ ,ଯୋଉଠି କ୍ରୋଧ ଭାବ ଥାଏ,
ଘୃଣା  ସେଇଠି ଥାଏ ,ଯୋଉଠି ଅହଂଙ୍କାର   ଥାଏ,
ବୁଝାମଣା  ସେଇଠି ଥାଏ ,ଯୋଉଠି ସମ୍ପର୍କ ଅତୁଟ  ଥାଏ ll #NojotoQuote #odiya #odiyashayri


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile