tags

Best ଓଡ଼ିଆ Shayari, Status, Quotes, Stories, Poem

Find the Best ଓଡ଼ିଆ Shayari, Status, Quotes from top creators only on Nojoto App. Also find trending photos & videos.

  • 18 Followers
  • 25 Stories
  • Popular
  • Latest
  • Video

#nojotoଓଡ଼ିଆ #ପ୍ରେମ #ଓଡ଼ିଆ

19 Love
2 Share

ସ୍ଵପ୍ନ #ଓଡ଼ିଆ

19 Love
2.3K Views
2 Share

#Lala_Lala#ଓଡ଼ିଆ ଲୋଭ ଡ଼ାଇଲଗ💞#💞

17 Love
33 Views

"ପଖାଳ ଦିବସ ପାଳିବାକୁ ଆସ ଓଡ଼ିଆ ଭଉଣୀ ଭାଇ ପଖାଳରୁ ଗଣ୍ଡେ ଖାଇ ଗାଁଆ ମୁଣ୍ଡେ ବସି ମାରୁଥିବା ହାଇ ଶୁଖୁଆ ପୁଡାକୁ ଖାଇ ପଲ୍ଲୀଠାରୁ ଦିଲ୍ଲୀ ଆମେ ଯିବା ପେଲି ପ୍ରଚାର କରିବା ପାଇଁ । ଭଙ୍ଗା ସାଇକେଲେ ଧାଇଁ ଓଡ଼ିଆ ବଦଳେ ଇଂରାଜୀ ଚୋବେଇ କହୁଥିବା ହାଲୋ ହାଇ।। #NojotoQuote"

ପଖାଳ ଦିବସ ପାଳିବାକୁ ଆସ
 ଓଡ଼ିଆ  ଭଉଣୀ ଭାଇ
ପଖାଳରୁ ଗଣ୍ଡେ ଖାଇ ଗାଁଆ ମୁଣ୍ଡେ
ବସି ମାରୁଥିବା ହାଇ 
ଶୁଖୁଆ ପୁଡାକୁ ଖାଇ 
ପଲ୍ଲୀଠାରୁ ଦିଲ୍ଲୀ ଆମେ ଯିବା ପେଲି
ପ୍ରଚାର କରିବା ପାଇଁ ।

ଭଙ୍ଗା ସାଇକେଲେ ଧାଇଁ
ଓଡ଼ିଆ ବଦଳେ ଇଂରାଜୀ ଚୋବେଇ
କହୁଥିବା ହାଲୋ ହାଇ।।



 #NojotoQuote

Happy Pakhala Dibas❤
#Nojoto #NojotoOdia #OdiaFood

14 Love
1 Share

#nojotoodia #kabita_ଜୀବନ #ଓଡ଼ିଆ #ଓଡିଆଟୋକା #ଓଡ଼ିଶା_ଭୁବନେଶ୍ୱର #nojotoଓଡ଼ିଆ #http://www.aahwaan.com @Satyaprem @Mukesh Poonia @Internet Jockey @Kumar Mukesh @Prayag Samal

12 Love