Nojoto: Largest Storytelling Platform

Best ତମ Shayari, Status, Quotes, Stories

Find the Best ତମ Shayari, Status, Quotes from top creators only on Nojoto App. Also find trending photos & videos about

  • 5 Followers
  • 82 Stories
    PopularLatestVideo
1fa96a0363381f661f13a7bd9fdc3bc2

Bidyashree Panda

ମୋ କାନ୍ଥର ପୁରୁଣା ଆଇନା ରେ ନୂଆ ମୁଁ କୁ ଦେଖୁଛି,
ଦେଖୁଛି ମୋ ଟିକିଲିର ଲାଜ...
                           ମୋ ଓଦା କଜଳର ତୃଷ୍ଣା ....।
ଦେଖୁଛି ମୋ ମୁକୁଳା କେଶର ଅଭିସାର...
                           ମୋ ଓଠର ଚିପା ହସ,ଖୁବ ଅଚିହ୍ନା...।

ହଠାତ ନିଦରୁ ଉଠି ପାଇଲି,
     ଟ୍ରେନର ଝରକା ଫାଙ୍କରେ ଖାଲି ଝଲକାଏ ତମ ବାସ୍ନା...।

     #ତମ ବାସ୍ନା...
#yqbhaina

#ତମ ବାସ୍ନା... #Yqbhaina

0 Love

008dd6dd7d04a50f230083f4907a67e7

kunal behera

ବୟସ ର ଅପରାହ୍ନ ରେ ତମ ସ୍ମୃତି 
ଗ୍ରୀଷ୍ମ ରେ ଫଗୁଣ ର ଫଲ୍ଗୁ ଭରିଦେବ
ଅନୁଭବ ର ସାୟାହ୍ନ ରେ ଶରତ ଆକାଶ ର ଜୋଛନା
ନ ହେଲେ ବି ସଞ୍ଜ ତାରା ଟିଏ ହୋଇ ରାତିଏ ର ଆଖିଏ ସ୍ୱପ୍ନ ତ ହେବ..
କୁଢ଼ କୁଢ଼ ନିର୍ଜନତା କୁ ତମ ସ୍ମୃତି ର କାଉଁରୀ ଛୁଆଁ 
ହୃଦୟ କୁ ମୋର ଜୀବନ୍ତ କରିଦେବ...ଲିଭି ବାକୁ ବସିଥିବା ଦୀପ ଟି ପୁଣି ଜଳି ଉଠିବ...
ମୁଁ ପୁଣି ସାଉଁଟିବି ଅତୀତ ର ଅଧୁରା ସ୍ୱପ୍ନ କୁ 
ସଜାଡିବି ଦରଭଙ୍ଗା କୁଡ଼ିଆ କୁ...
ଝରକା ର ଫାଙ୍କ ରେ ଜହ୍ନ କୁ ଖୋଜୁଥିବି ଆଉ ସେତିକି ବେଳେ....
     ..........ରାତି ପାହିଯିବ..

3 Love

c1a8a4fe9a089f1c3e0152df259165d0

Smruti Ranjan Mohanty

THE JOURNEY-11

I failed to know 
When you became a wife from a beloved, 
from a beloved my mother.
I think when someone becomes a mother, 
she remains a mother forever.
Motherhood overshadows the beloved in her.
I did not know it
Very few men understand it.

When I look at your eyes
I more see my mother in it
In her absence it is you who held 
and sustained me
I am a little lamp,
faintly twinkling under bright sunshine
If possible be there,
shining all the way with all your splendour till the lamp is twinkling. 

ଯାତ୍ରା-11

ମୁଁ ଜାଣି ପାରିଲି ନାହିଁ 
କେତେବେଳେ ତମେ ପ୍ରେମିକାରୁ ସ୍ତ୍ରୀ, 
ସ୍ତ୍ରିରୁ ମା ହୋଇଗଲ 
ଥରେ ମା ହୋଇଗଲା ପରେ 
ସବୁ ସ୍ତ୍ରୀ ମାନେ ବୋଧେ ଖାଲି ମା ହୋଇ ରହିଯାନ୍ତି 
ମୁଁ ଜାଣି ନଥିଲି 
କ୍ଵଚିତ ପୁଅ ବୋଧେ ଏକଥା ଜାଣିଥାନ୍ତି 

ଏବେ ଯଦି ମୁଁ ତମ ଆଖିକୁ ଚାହେଁ 
ମୋ ମା ମତେ ବେଶୀ ଦେଖାଯାଏ 
ତା ଅଵର୍ତମାନରେ ତମେହିଁ ତ ମତେ ଧରି ରଖିଛୁ 
ତମ ନିଅନ ଆଲୁଅ ତାଳେ 
ମିଞ୍ଜି ମିଞ୍ଜା ହୋଇ ଜଳିବାରେ ମୋର  ଆନନ୍ଦ 
ପାର ଯଦି ସେମିତି ଜଳୁଥାଅ
ମୁଁ ଲିଭି ଯିବା ଯାଏ 

ସ୍ମୃତି ରଞ୍ଜନ ମହାନ୍ତି © #THE JOURNEY-11

I failed to know 
When you became a wife from a beloved, 
from a beloved my mother.
I think when someone becomes a mother, 
she remains a mother forever.
Motherhood overshadows the beloved in her.

THE JOURNEY-11 I failed to know When you became a wife from a beloved, from a beloved my mother. I think when someone becomes a mother, she remains a mother forever. Motherhood overshadows the beloved in her.

6 Love

c1a8a4fe9a089f1c3e0152df259165d0

Smruti Ranjan Mohanty

ସ୍ରୋତସ୍ୱିନୀ-16

ତମ ଆଉ ମୋ ଭିତରେ ସେତୁବନ୍ଧ ବାନ୍ଧିବା ପାଇଁ 
ସେମାନେ  ଆସିଗଲେ 
ଆମ ପ୍ରେମର ପ୍ରଥମ ଆଉ ଦ୍ୱତୀୟ କଦମ୍ବ 
ମାତୃତ୍ୱର ଗାରିମାର ତମେ ଝଲମଲ କରୁଥିଲା 
ନିଜ ସୃଷ୍ଟିରେ ଆତ୍ମହରା ହୋଇ ଖୋଜୁଥିଲ ଜୀବନର ପୂର୍ଣ୍ଣତା 
ଶେଷହୀନ ପ୍ରାଣର ପ୍ରାଚୁର୍ଯ୍ୟ 

ତମ ପୂର୍ଣ୍ଣତା ଭିତରେ 
ମୋ ଅପୂର୍ଣ୍ଣ ପ୍ରେମ ଖୋଜୁଥିଲା ଭିନ୍ନ ଏକ ନିର୍ବାଣ 
ମୁଁ ନୀରବରେ ଦେଖୁଥିଲି
ଉଜୁଡି  ଯାଉଥିବା ପ୍ରେମର ସହରକୁ 
ମୋ ପିତୃତ୍ୱ ଭିତରେ ଧୀରେ ଧୀରେ ସମାଧି ନେଉଥିବା ପ୍ରେମିକଟିକୁ 
ସାଉଣ୍ଟୁଥିଲି 
ଝରା ଶେଫାଳିର ବାସ୍ନା ଆଉ 
ବାସି ଜହ୍ନର ଫିକା ଆଲୁଅ ଭିତରେ 
ହଜିଯାଇଥିବା ମୋ ବିଗତ ପ୍ରେମ ଆଉ ପ୍ରେମିକାକୁ 

ସ୍ମୃତି ରଞ୍ଜନ ମହାନ୍ତି © #ସ୍ରୋତସ୍ୱିନୀ-16

ତମ ଆଉ ମୋ ଭିତରେ ସେତୁବନ୍ଧ ବାନ୍ଧିବା ପାଇଁ 
ସେମାନେ  ଆସିଗଲେ 
ଆମ ପ୍ରେମର ପ୍ରଥମ ଆଉ ଦ୍ୱତୀୟ କଦମ୍ବ 
ମାତୃତ୍ୱର ଗାରିମାର ତମେ ଝଲମଲ କରୁଥିଲା 
ନିଜ ସୃଷ୍ଟିରେ ଆତ୍ମହରା ହୋଇ ଖୋଜୁଥିଲ ଜୀବନର ପୂର୍ଣ୍ଣତା 
ଶେଷହୀନ ପ୍ରାଣର ପ୍ରାଚୁର୍ଯ୍ୟ

#ସ୍ରୋତସ୍ୱିନୀ-16 ତମ ଆଉ ମୋ ଭିତରେ ସେତୁବନ୍ଧ ବାନ୍ଧିବା ପାଇଁ ସେମାନେ ଆସିଗଲେ ଆମ ପ୍ରେମର ପ୍ରଥମ ଆଉ ଦ୍ୱତୀୟ କଦମ୍ବ ମାତୃତ୍ୱର ଗାରିମାର ତମେ ଝଲମଲ କରୁଥିଲା ନିଜ ସୃଷ୍ଟିରେ ଆତ୍ମହରା ହୋଇ ଖୋଜୁଥିଲ ଜୀବନର ପୂର୍ଣ୍ଣତା ଶେଷହୀନ ପ୍ରାଣର ପ୍ରାଚୁର୍ଯ୍ୟ

3 Love

875d2ddd3c3dde5fd168fc9a852f179f

PM Shayari

ପାଗଳାମି

ପାଗଳାମି

30 Views

875d2ddd3c3dde5fd168fc9a852f179f

PM Shayari

-:"ପାଗଳାମି":-
କିଏ ମୋତେ କହେ ପାଗଳ
ପୁଣି କିଏ ଦ୍ବିୱନା କହିଯାଏ
ତମେ ମତେ ପାଗଳ କହିଲେ
ମୋ ପାଗଳାମି ଆହୁରି ବଢ଼ିଯାଏ

ମୋ ସୁନେଲି ସ୍ବପ୍ନର ଅଗଣା
ତମ କଅଁଳା ହରିଣୀ ମନର ଠିକଣା
ଯେବେ ସ୍ବପ୍ନର ଭାବନା କବିତାରେ ଝରିଯାଏ
ମୋ ପାଗଳାମି ଆହୁରି ବଢ଼ିଯାଏ

ସାଗର ବୁକୁରେ ମିଶିବାକୁ ଜହ୍ନର ପ୍ରତୀକ୍ଷା
ମୋର ପ୍ରତୀକ୍ଷା ତମ ହୃଦୟର ସ୍ପନ୍ଦନକୁ
ଯେବେ ପ୍ରତୀକ୍ଷା ପ୍ରଶ୍ନଟିଏ ହୋଇଯାଏ
ମୋ ପାଗଳାମି ଆହୁରି ବଢ଼ିଯାଏ

ତମେ କୁସୁମିତ ମଧୁନ୍ଦ୍ରିକାର ଖିଅ
ତମ ଚାହାଣୀ ଚିରସ୍ରୋତାର ସୁଅ
ଯେବେ ତମ ଆଖି ତୀରିଛି ଚା‌ହାଣୀ ଦେଇଯାଏ
ମୋ ପାଗଳାମି ଆହୁରି ବଢ଼ିଯାଏ
ମୋ ପାଗଳାମି ଆହୁରି ବଢ଼ିଯାଏ

4 Love

7df8c23a401f004a531913bc752f9334

Swayam Prakash Khandayatray

ଜାଣିଚି ତମ ଚେହେରା ଦେଖି ତମକୁ ଜଣେ କିଏ ଭଲ ପାଇଵ ଜାଣିଚି ତମ ଚେହେରା ଦେଖି ତମକୁ ଆଉ କିଏ ମନେଇଵ ହେଲେ ଆଜି ତମେ କୁହ ଯିଏ ତମ ମନକୁ ଭଲ ପାଇଥିଲା ତମେ  ଆଉ କାହାର ହୋଇ ଯାଅ ସିଏ କେମିତି ସହିପିରିଵ।

2 Love

7df8c23a401f004a531913bc752f9334

Swayam Prakash Khandayatray

କିଏ ଜାଣିଲା କାଲି କଣ ହବ କିଏ ଜାଣିଲା ଆଜି କଣ ହଵ କିଏ ଜାଣିଲା କାଲି ତମେ ଆଉ କାହାର ହବ ହେଲେ ଏତିକି ଜାଣିଚି ଭଲ ପାଇଵା ତମ ଚେହେରା ସହ ନଥିଲା ତମ ମନ ସହ ଥିଵ

0 Love

7df8c23a401f004a531913bc752f9334

Swayam Prakash Khandayatray

କିଏ ଜାଣିଲା କାଲି କଣ ହଵ କିଏ ଜାଣିଲା ଆଜି କଣ ହବ କିଏ ଜାଣିଲା କାଲି ତମ ସହ ଆଉ କିଏ ଥୀଵ ଆଉ ତମ ଭଲ ପାଇବା ଆଉ କାହା ସହ ଥିବ ହେଲେ ମୋ ଭଲ ପାଇବା ତ ଥିଲା କେବଳ ତମ ସହ ରହିଵ .

1 Love


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile