Nojoto: Largest Storytelling Platform

Best ଶୁଭ Shayari, Status, Quotes, Stories

Find the Best ଶୁଭ Shayari, Status, Quotes from top creators only on Nojoto App. Also find trending photos & videos aboutଜନ୍ମଦିନର ଶୁଭେଚ୍ଛା, ରଜ ଶୁଭେଚ୍ଛା, ଶୁଭରାତ୍ରୀ, ଶୁଭ ରାତ୍ରି, ଶୁଭ ରବିବାର,

  • 2 Followers
  • 110 Stories

Joy Krishna Behera

ତୁମ ହସ ପାଇଁ

read more
White ତୁମ ହସ ପାଇଁ 
କରିପାରେ ଲୁହର ବର୍ଷଣ 
ତୁମ ଖୁସି ପାଇଁ 
କରିବି ସବୁ ଦୁଃଖ କୁ ବରଣ।
#ଶୁଭ ସକାଳ #

©Joy Krishna Behera ତୁମ ହସ ପାଇଁ

Joy Krishna Behera

ସମର୍ପଣ

read more
White ସ୍ଵୀକାର କର ବା ନକର
ତୁମେ ମୋ ଜୀବନ 
ଭଲ ପାଅ କି ନ ପାଅ
ତୁମ ଠାରେ ମୋର ସମର୍ପଣ।
#ଶୁଭ ସକାଳ #

©Joy Krishna Behera ସମର୍ପଣ

Joy Krishna Behera

କହିବି କହିବି ବୋଲି

read more
White କହିବି କହିବି ବୋଲି
ମନ ଉଛୁଳି ଯାଉଛି
କହିବାକୁ ତାକୁ ମୁଁ ସତେ
ଅପେକ୍ଷା କରିଛି
ଯେତେବେଳେ ସିଏ ମୋର
ପାଖକୁ ଆସିଲା
କହିବାକଥା ସବୁ
ସତରେ ମୁଁ ଭୁଲି ଯାଇଛି।
#ଶୁଭ ସକାଳ #

©Joy Krishna Behera କହିବି କହିବି ବୋଲି

Joy Krishna Behera

ଦୂରତ୍ୱ

read more
White ସେ ଏତେ ପାଖରେ ଥାଏ
ଏକା ପଳଙ୍କରେ ଶୁଏ
ହାତ ବଢାଇଲେ ମିଲିବ 
ତା ଦେହର ପରଶ
ପରିସ୍ଥିତି ଦେଇଛି ଆମ
ଦୂରତ୍ୱ ବଢାଇ
ମତେ କରିଛି ମାଟି
ତାକୁ କରିଛି ଆକାଶ

#ଶୁଭ ସକାଳ #

©Joy Krishna Behera ଦୂରତ୍ୱ

Joy Krishna Behera

ଇସାରା

read more
White ଇସାରା ଇସାରାରେ ଆଖି
କହିବ କଥା ଏମିତି 
ହୃଦୟ ସହିତ ହୃଦୟ 
ଆପେ ଆପେ ଯିବ ମିଶି।
#ଶୁଭ ସକାଳ #

©Joy Krishna Behera ଇସାରା

Joy Krishna Behera

ଓଠ ସଦା

read more
White ଓଠ ସଦା କଥା କହେ ଅଳପ
ଲୁଚାଏ ବେଶୀ
ଆଖି କିନ୍ତୁ ନୀରବରେ
କଥା କହିପାରେ ବେଶୀ।
#ଶୁଭ ସକାଳ #

©Joy Krishna Behera ଓଠ ସଦା

Joy Krishna Behera

ପ୍ରେମ

read more
White ଭଲ ପାଇ ମନଦେଇ ମନ ନେଇଗଲୁ
ମୋ ସହିତ ଚାଲିବାକୁ କଥା ଦେଇଥିଲୁ
ଆଜି ମତେ ମଝିରାସ୍ତାରେ ଛାଡି ଚାଲିଗଲୁ
ତୁ ଭୀରୁ, କାପୁରୁଷ ସମାଜ କୁ ଡରିଗଲୁ।
#ଶୁଭ ସକାଳ #

©Joy Krishna Behera ପ୍ରେମ

Joy Krishna Behera

ପ୍ରେମ

read more
White ଯେଦିନୁ ଆମ ମନରେ
ପ୍ରେମର ଫଲଗୁ ବହିଲା
ଆମପାଇଁ ପୃଥିବୀଟା
କେତେ ସୁନ୍ଦର ଦିଶିଲା।
#ଶୁଭ ସକାଳ #

©Joy Krishna Behera ପ୍ରେମ

Joy Krishna Behera

ପ୍ରେମ

read more
White ଫଗୁଣ ରେ ଏତେ ରଙ୍ଗ 
ସତେ କିଏ ଭରିଦେଲା 
ଆମ ଜୀବନରେ ଏତେ ଖୁସି 
ସତେ କିଏ  ଆଣି ଦେଲା।
#ଶୁଭ ସକାଳ #

©Joy Krishna Behera ପ୍ରେମ

Joy Krishna Behera

ତୁମେ ଚାଲିଗଲା ପରେ

read more
White ଦୁଃଖର ବାଦଳ ରଖିଛି
ଘୋଡାଇ ଜୀବନକୁ
ସେଦିନରୁ ଆଉ ସୂରୁଜର
ଦେଖା ମିଳେ ନାହିଁ।
#ଶୁଭ ସକାଳ #

©Joy Krishna Behera ତୁମେ ଚାଲିଗଲା ପରେ
loader
Home
Explore
Events
Notification
Profile