Nojoto: Largest Storytelling Platform

Best ଓଡ଼ିଆ_କବିତା Shayari, Status, Quotes, Stories

Find the Best ଓଡ଼ିଆ_କବିତା Shayari, Status, Quotes from top creators only on Nojoto App. Also find trending photos & videos about

  • 6 Followers
  • 8 Stories

Jyotshna Rani Sahoo

#ମୁଖା #ମଣିଷ #Yqbhaina #ମୁଁଓଡ଼ିଆ #ଓଡ଼ିଆ_କବିତା #odiawritings

read more
ମନରେ ଗୋଟେ ପ୍ରଶ୍ନ ଉଙ୍କିମାରେ କି, ସରଳ ଚିକ୍କଣ ଆବରଣ ରେ ଘୋଡ଼େଇ ହେଇଥିବା ମୁଖା ପଛର ମଣିଷଟି
ନିଜର ଆତ୍ମୀୟତାର ଶ୍ବେତ ପୋଛିବା ପାଇଁ ତାର ମୁଖା ନିଶ୍ଚୟ ଖୋଲୁଥିବ ତ। #ମୁଖା #ମଣିଷ #yqbhaina #ମୁଁଓଡ଼ିଆ #ଓଡ଼ିଆ_କବିତା #odiawritings

Jyotshna Rani Sahoo

#ପ୍ରେମ #ସ୍ବାର୍ଥପର #Yqbhaina #ମୁଁଓଡ଼ିଆ #ଓଡ଼ିଆ_କବିତା #ଓଡ଼ିଆଗୀତ #odiawritings

read more
ମୁଁ ମାପୁଛି ଦୂରତା ତମ ପ୍ରେମ ଆଉ ମୋର ଭ୍ରମ ଭିତରେ
ମାପ ଫିତା ବି ହୃଦୟ ଆଉ ତମ ପ୍ରେମ ବି ହୃଦୟରେ।
ଜାଣି ପାରୁନି କୋଉଠୁ ଆରମ୍ଭ କରିବି ଆଉ କୋଉଠୁ ଶେଷ
ଏହା ହୃଦୟ ସ୍ପନ୍ଦନରୁ ଆରମ୍ଭ ନା ଏହାର ଉତ୍ପତ୍ତି ସ୍ଥଳ ନିଃଶ୍ୱାସ।
ମୋ ମନ ବାଧା ଦେଲା ଆତ୍ମା ଧିକ୍କାର କଲା
ଛି ତୁ ପ୍ରେମର କରୁଛୁ କଳନା!
ମୁଁ କହିଲି ହଁ ପ୍ରେମ ଅତୁଳନୀୟ ଆଉ ଅକଳନୀୟ
ହେଲେ ମୁଁ ତାକୁ ରଖିବି ମୋ ପରିଧୀରେ
ମୁଁ ତିଆରି କରିଥିବା ବିଶ୍ବାସ ଆଉ ଭରଷା ପଞ୍ଜୁରୀରେ।
ପାରିବିନି ତାକୁ ମୁକ୍ତ କରି
କାଳେ ଏ କପଟି ଦୁନିଆ ଦେବ ଆବୋରୀ।
କୁହୁଡ଼ି ହେଇକି ଥାଉ ମୋ ପ୍ରେମ
ମତେ ସ୍ୱଚ୍ଛ ନିର୍ମଳ ସମ୍ପର୍କ ନାହିଁ ଲୋଡ଼ା
ମତେ ସ୍ୱାର୍ଥପର କହୁ ଏ ଦୁନିଆ ସାରା
ନାହିଁ ମୋ ଖାତିର ନ ପଡୁ ତା ଉପରେ ପରିବର୍ତ୍ତନର ଖରା।
 #ପ୍ରେମ #ସ୍ବାର୍ଥପର #yqbhaina #ମୁଁଓଡ଼ିଆ #ଓଡ଼ିଆ_କବିତା #ଓଡ଼ିଆଗୀତ #odiawritings

Jyotshna Rani Sahoo

#ପ୍ରେମ #ସନ୍ଧାନ #Yqbhaina #yqodia #odiapoem #muodia #ଓଡ଼ିଆ_କବିତା

read more
ଭାବନା ଶବ୍ଦର ସନ୍ଧାନ ନିଜେ କରିଥାଏ
ଯେମିତି ପ୍ରେମ ତାର ପ୍ରେମିକା କୁ ଖୋଜି ଆଣିଥାଏ। #ପ୍ରେମ #ସନ୍ଧାନ #yqbhaina #yqodia #odiapoem #muodia #ଓଡ଼ିଆ_କବିତା

Jyotshna Rani Sahoo

ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ ନଅ ମାସ ଆଲୋକଠୁ ଦୂରେ ରହିବା ପରେ ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ। ପୁଣି ଆସିଥିଲା ବାହା ବେଦୀ ମୂଳେ ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର #odiawritings #ଓଡ଼ିଆସାହିତ୍ୟ #Yqbhaina #ଓଡ଼ିଆ_କବିତା #ମୁଁଓଡ଼ିଆ #ନିଆଁ #yaodia #yqodiapoetry

read more
ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର
ଆସିଥିଲା ଦିନ ଯେବେ ହେଇଥିଲା ହନ୍ତସନ୍ତ
ଜୀବନରେ ସେ ପାଇଥିଲା ଆଘାତ
ଭୁଲି ଯାଇଥିଲା ମାଆ ର ମମତା
ପଶିଥିଲା ସେ ଅଗ୍ନିର ଶରଣ
ଆଉ କୋଳେଇ ଦେଇଥିଲା ସେ ବି ଦେଇ ତା ଉଷ୍ମତା
ସେ ଥିଲା ତାର ଶେଷ ସମ୍ପର୍କ ଦୁନିଆ ସାଙ୍ଗେ
ହେଇଥିଲା ବିଚ୍ଛିନ୍ନ ଆତ୍ମା ଶରୀର ସାଙ୍ଗେ
ଗଢ଼ା ପରା ପଞ୍ଚଭୂତ ରେ ମଣିଷ
ଆଉ ପଞ୍ଚଭୂତରେ ମିଶି ତା ଜୀବନ ହେଇଛି ଶେଷ
 ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର

Katha Pustakara

ଯଦି ଲୋକମାନେ ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ ମନେ ପକାଉଛନ୍ତି ତ କିଛି ଖରାପ ଭାବନି ବରଂ ଗର୍ବ କର, କାରଣ ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି , ଯେତେବେଳେ ଅନ୍ଧକାର ଆସି ଯାଇଥାଏ । #ଓଡ଼ିଆ #candle #ଚିନ୍ତାଧାରା #ଓଡ଼ିଆସୁବିଚାର #ଓଡ଼ିଆକବିତା #ଓଡ଼ିଆଲେଖା #ଓଡ଼ିଆସାହିତ୍ୟ #ଓଡ଼ିଆ_କବିତା

read more
ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ ।

©Debabrata Mishra ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ । 
#ଓଡ଼ିଆ

Subrat kumar Das

#Nodiscrimination #ଓଡ଼ିଆ_କବିତା

read more
ବୌଦ୍ଧ ଓ ଇସାଇ , ଖ୍ରୀଷ୍ଟ - ହିନ୍ଦୁ ଭାଇ
ଜୈନ ଠୁ ମୁସଲମାନ
ଶ୍ୱାସରୁଦ୍ଧ ହୋଇ ସଭିଏଁ ଡାକନ୍ତି
ଦିଅ ମୋତେ ଅମ୍ଳଜାନ।

©Subrat kumar Das #Nodiscrimination 
#ଓଡ଼ିଆ_କବିତା

shona

ତୁମେ.... #ଓଡ଼ିଆ_କବିତା #odia_poetry

read more

Jagannath Ray

#ଓଡ଼ିଆ_କବିତା #ଶିବରାତ୍ରୀ #ଜାଗର #ଜଗନ୍ନାଥ_ରାୟ #poem

read more


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile