Nojoto: Largest Storytelling Platform

ଆପଣଙ୍କ ବିଚାରଧାରା ଅପେକ୍ଷାରେ। ହୃଦୟ ଖୋଲି ମତାମତ ଦେବେ।

ଆପଣଙ୍କ ବିଚାରଧାରା ଅପେକ୍ଷାରେ। ହୃଦୟ ଖୋଲି ମତାମତ ଦେବେ। ତିଳେହେଁ ସଂକୋଚ କରିବା ହେବେନାହିଁ।

କେଉଁଟିକୁ ଆମେ ସଫଳ ଲେଖା କହିବା?
 
ଯାହାକୁ ସମସ୍ତ ପାଠକ ସହଜରେ ବୁଝିନେଉଥିବେ
ନା 
ଯେଉଁଥିରେ ଉଚ୍ଚକୋଟୀର ଶବ୍ଦ ଖଞ୍ଜି ହୋଇଥିବ।

ଆଜି କାଲି ଅନେକ ଲେଖକ ଶବ୍ଦର ଏଭଳି ବିନ୍ୟାସ କରୁଛନ୍ତି ଯାହାକୁ ବୁଝିବାକୁ ସାଧାରଣ ପାଠକ ପକ୍ଷରେ 
ପ୍ରାୟତଃ କଷ୍ଟସାଧ୍ୟ ହୋଇଯାଉଛି। 
ତେଣୁ ପାଠକଙ୍କ ସଂଖ୍ୟା ମଧ୍ୟ ସୀମିତ ହେବାରେ ଲାଗିଛି। 

ଚିତ୍ତରଞ୍ଜନସାହୁ #literature #odia #nojotoodia