Nojoto: Largest Storytelling Platform

କେତେ କଷମ୍ ଖାଇ ନିଜର୍ କରିଥିଲି ଛାଡ଼ି ଗଲୁ ଅଧା ବାଟେ କଥା

କେତେ କଷମ୍ ଖାଇ ନିଜର୍ କରିଥିଲି
ଛାଡ଼ି ଗଲୁ ଅଧା ବାଟେ
କଥା ଦେଇଥିଲୁ ଚାଲୁଥିମି ବୋଲି
ହାତ୍ ରଖି ମୋର୍ ହାତେ

ପ୍ରେମର୍ ଜୁଆର୍ ଜୀଁବାର୍ ଆଶା
ଜାନିଛେ ହୁଋଦ୍ ବାଉରା
ବାଜିଗଲେ ଇ ଝଡ଼ର୍ ଫସା 
ଛଟ୍କୁଥିସି ମନ୍ ଭଁଅରା

ହଁସି ଟିକେ ଲାଗି ଆଏଁଖ୍ ଝୁରୁଥିଲା
ହେତୁକରି ଥମିଗଲି
ଜୀବନ୍ ସାଥି ଭାବି ସପନ୍ ଦେଖୁଥିଲା
ସବୁ ଜନମ୍ ଲାଗି ବୋଲି

ଇ କଥା କେ ଭୁଲି ନାଇଁ ଯିବୁ
ତୁଇ ମୋର୍ ଆତ୍ମାର୍ ସାଥି
ସୁଖ-ଦୁଃଖ୍ ଖନେ ସୋର୍ କରୁଥିବୁ
ହେବୁ ନାଇଁ କେଭେ ଅସତୀ #ମିମାଂଶା #ମିମାଂସା #ପ୍ରେମ #lifelessons #dreams #heart #an_unproven_star #d_unsigned_artist_
କେତେ କଷମ୍ ଖାଇ ନିଜର୍ କରିଥିଲି
ଛାଡ଼ି ଗଲୁ ଅଧା ବାଟେ
କଥା ଦେଇଥିଲୁ ଚାଲୁଥିମି ବୋଲି
ହାତ୍ ରଖି ମୋର୍ ହାତେ

ପ୍ରେମର୍ ଜୁଆର୍ ଜୀଁବାର୍ ଆଶା
ଜାନିଛେ ହୁଋଦ୍ ବାଉରା
ବାଜିଗଲେ ଇ ଝଡ଼ର୍ ଫସା 
ଛଟ୍କୁଥିସି ମନ୍ ଭଁଅରା

ହଁସି ଟିକେ ଲାଗି ଆଏଁଖ୍ ଝୁରୁଥିଲା
ହେତୁକରି ଥମିଗଲି
ଜୀବନ୍ ସାଥି ଭାବି ସପନ୍ ଦେଖୁଥିଲା
ସବୁ ଜନମ୍ ଲାଗି ବୋଲି

ଇ କଥା କେ ଭୁଲି ନାଇଁ ଯିବୁ
ତୁଇ ମୋର୍ ଆତ୍ମାର୍ ସାଥି
ସୁଖ-ଦୁଃଖ୍ ଖନେ ସୋର୍ କରୁଥିବୁ
ହେବୁ ନାଇଁ କେଭେ ଅସତୀ #ମିମାଂଶା #ମିମାଂସା #ପ୍ରେମ #lifelessons #dreams #heart #an_unproven_star #d_unsigned_artist_

#ମିମାଂଶା #ମିମାଂସା #ପ୍ରେମ #lifelessons #Dreams #Heart #An_Unproven_Star #d_unsigned_artist_