Nojoto: Largest Storytelling Platform

୧- ନିଜ time pass ପାଇଁ ମୋତେ msg କରିବା ଦରକାର ନାହିଁ।

୨- ମିଛ sympathy କାହାର ମୋତେ ଦରକାର ନାହିଁ।
୩- ଏକୁଟିଆ ବହୁତ୍ ଖୁସି ଅଛି,କାହାର Presence ମୋର ଦରକାର୍ ନାହିଁ।
୪- ପଛରେ ଗପି ଆଗରେ ଭଲେଇ ହବା ଲୋକ ମୋର ଦରକାର ନାହିଁ।
୫- ନିଜ matlab ପାଇଁ relation ରଖୁଥିବା ଲୋକ ମୋର ଦରକାର ନାହିଁ।
୬- ଦୁଇ ମୁଣ୍ଡିଆ ଲୋକ ମୋ ପାଖକୁ ଆସିବା ଦରକାର ନାହିଁ।
୭- fake expectation ଆଉ ବିଶ୍ୱାସ ଦେଇ ପରେ hurt କରିବା ଲୋକ ମୋର ଦରକାର ନାହିଁ।
୮- ବାସି ବାଳ. ରେ ଫରକ୍ ପଡେନି so ତୁମେ ego, ଆଉ attitude ଦେଖେଇବା ଦରକାର ନାହିଁ।
୯- g...ମରା ଲୋକ ମୋର ଦରକାର ନାହିଁ। #justforfun 
#ଓଡ଼ିଆମନକଥା 
#thought2quote