Nojoto: Largest Storytelling Platform

ସମୁଦ୍ର ର କୂଳ ଲଂଘୁ ଢେ଼ଉକୁ ହାତ ମୁଠା ରେ କିଛି ସମୟ ପାଇ

ସମୁଦ୍ର ର କୂଳ ଲଂଘୁ ଢେ଼ଉକୁ ହାତ ମୁଠା ରେ 
କିଛି ସମୟ ପାଇଁ ଧରି ରଖିବାର ସ୍ବପ୍ନ,

ଶ୍ରାବଣ ଧାରା ରେ କ୍ଲିନ ପ୍ରକୃତି କୋଳ ରେ
ଚିରାସ୍ରୟୀ ହୋଇ ବିଲୀନ ହେବାର ଅଭିଳାଷ,

ସଦ୍ୟ ପାରିଜାତ କୁ ଆଉ କିଛି କ୍ଷଣ ପାଇଁ 
ନିମୀଳନ ହେବାରୁ ବଞ୍ଚିତ କରି ରଖିବାର ଅଭିପ୍ରାୟ,

ବସନ୍ତ ନଭ ରେ ନୀହ୍ନୁତ ନିଦାଘ ଉଷ୍ମତା ରେ ନୀଡଜ 
ମାନଙ୍କ ପରି ସ୍ଵାଧୀନ ହୋଇ ଉଡିବାର ଆଶା,

ଅଣୁଭା ପ୍ରାୟ ଜୀବନ ମାୟା ରୁ ଅପ୍ରସକ୍ତ ହୋଇ 
ମୃତ୍ୟୁ ସହ ଏକ ଅତୁଟ ସମ୍ପର୍କ ର ଚେଷ୍ଟା,

ମୋହ ଶୂନ୍ୟ ହୋଇଯିବା ଶୂନ୍ୟ ମୋହ ର 
ବନ୍ଧନ ରେ ବନ୍ଧିତ ହେବାର ନିଦାନ ନୁହେଁ କି ? ମୋକ୍ଷ ପ୍ରାପ୍ତିର ର ଅଭିଳାଷ ହିଁ ଏକ ମାୟା , ମୋକ୍ଷ ପ୍ରାପ୍ତିର ଏକ ମାତ୍ର ମାର୍ଗ ଈଶ୍ୱର ଙ୍କ ଠାରେ ସ୍ଵୟଂ ସମର୍ପଣ ।
~ ଶ୍ରୀ କୃଷ୍ଣ

#Collab #ଶୂନ୍ଯମୋହ #yqbhaina #yqodia #munodia #aparnaa #odiawritings  #YourQuoteAndMine
Collaborating with YourQuote Bhaina