Nojoto: Largest Storytelling Platform

ଛୋଟ ଛୋଟ କଥା ରେ ଖୁସିରେ ରହିବା ଝିଅ ଟେ ମୁଁ,...ବୋଧେ

ଛୋଟ ଛୋଟ କଥା ରେ ଖୁସିରେ ରହିବା ଝିଅ ଟେ ମୁଁ,...ବୋଧେ ସେଥିପାଇଁ ବଡ ବଡ ଦୁଃଖ କୁ ବି ହସିକି ସହିଯାଉଛି।🙂 

ନିଜ ଛଡା..ନିଜ ଦୁଃଖ କାହା ଆଗରେ କହିପାରେନି, କାରଣ ଏଠି ଦୁଃଖ ଶୁଣି ସାଥ୍ ଦବା ଲୋକ କମ୍ କିନ୍ତୁ ଚୁଗୁଲି..ଥଟା, ପରିହାସ କରିବା ଲୋକେ ଅଧିକ।😒  କହିବି କାହିଁକି..ଶୁଣିବି କାହିଁକି ।😕 

ନିଜେ strong ବୋଲି ମିଛ ରେ ଦେଖେଇହବା ଛଡା ଆଉ କିଛି ବାଟ ନଥାଏ । ନହଲେ ଏ ସମାଜ ରେ ..କମଜୋର ଭାବି ଥଟା ପରିହାସ କରିବା, ଅସମ୍ନାନ କରିବା, ନିଚ ଦେଖେଇବା ଆରମ୍ଭ କରିଦେବେ ।😔 

କଥା ରେ ଅଛି ଭଲ ଲୋକଙ୍କ ସହ ବନ୍ଧୁ ବାନ୍ଧିବା ଲାଭଦାୟକ କିନ୍ତୁ ଆମ ଚତୁର୍ପାଶ୍ବ ରେ ୧୦ ଜଣ ଙ୍କ ମଧ୍ୟ୍ୟ ରୁ ୮ ଜଣ ବେଇମାନ...୨ଜଣ ଭଲ....ହେଲେ କୋଉ ୨ଜଣ ଭଲ, ସେଇଟ ମୁଁ ଜାଣିନି😔

ଏବେ ସେଇ ମୋଢ ରେ ଆସି ଠିଆ ହେଇଛି...ଯୋଉଠି ଜୀବନ ମତେ ହରେଇବାକୁ ଚାହୁଁଛି... କିନ୍ତୁ...ମୁଁ .....ହାରିବିନି । 😌 

🙏Jay Jagannath🙏

©Kabita Nayak
  #kabita #odia #heartbroken💔feel
kabitanayak6168

Kabita Nayak

New Creator

#kabita #odia heartbroken💔feel #Motivational

56 Views