Nojoto: Largest Storytelling Platform

Anniversary Gift ଏହି ସପ୍ତାହରେ ରଘୁଆର ୪ର୍ଥ ବିବାହ ବା

Anniversary Gift

ଏହି ସପ୍ତାହରେ ରଘୁଆର ୪ର୍ଥ ବିବାହ ବାର୍ଷିକୀ । Anniversary କୁ ନେଇ ସେ ଭାରି ଉତ୍ସାହିତ । ଆଜି ସକାଳେ ତାର ମୋର ଦେଖା ।  
ମିଠା ସ୍ବରରେ କହିଲେ- ଭାଇ , ଏହି ସପ୍ତାହ ଶେଷରେ ମୋର marriage anniversary ଅଛି । 
ମୁଁ ଭାବିଲି ଭୋଜି ପାଇଁ ନିମନ୍ତ୍ରଣ ଦେଉଛନ୍ତି । ସୁଆଦିଆ ଖାଦ୍ୟ ଚାଖିବାର ସୁଯୋଗ ମିଳିବ । 
କିନ୍ତୁ କଥାଟି ଟିକିଏ ଅଲଗା ଥିଲା । ସ୍ତ୍ରୀଙ୍କୁ କଣ ଉପହାର ଦେବେ ବୋଲି ମୋର ପରାମର୍ଶ ଲୋଡିଥିଲେ । 
ଆଛା ଅନୁଜ ଭାଇ କହିଲ , ଏମିତି କି ଉପହାର ଦେଲେ ମୋ ସ୍ତ୍ରୀ ଖୁସି ହୋଇଯିବ । ଜୀବନ ସାରା ମନେ ରଖିବ । 
ମୁଁ ଟିକେ ହସିଦେଲି ଓ କହିଲି 
ମଦ ଛାଡିପାରିବ ? 
ଯଦି ଏତିକିବି କରିଦେବ ସ୍ତ୍ରୀ ବହୁତ ଖୁସି ହେବ ।  
ୟାଠାରୁ ବଡ ଉପହାର କ'ଣ ବା ହୋଇପାରେ । 
ଏହି ନିଆରା ଉପହାର ଶୁଣି ରଘୁଆ ଛାନିଆ । 

***ଆପଣଙ୍କ ଅନୁଜ*** #anniversary