ଯେଉଁମାନେ ହସିକି କଥା ହୁଅନ୍ତି ସେହିମାନେ ମୋତେ ବହୁତ ଭଲ ଲାଗନ୍ତି🤣କାରଣ କଥାରେ ଅଛି ପା ମିଠା କଥାରେ ପେଟ ପୁରିଯାଏ 🤣ଆଚ୍ଛା କହିଲ ମୁଁ ତ ସବୁବେଳେ ହସିକି ସମସ୍ତଙ୍କ ସହ କଥା ହେଉଛି ମିଠା କଥା ବି କହୁଛି କିନ୍ତୁ ତମ ପେଟ ପୁରୁଛି କି ନାହିଁ ଜାଣିପାରୁନି🤣🤭😅😝😃 ©Diptimayee Nayak #Memes #hasa #odianojoto #Searching