Nojoto: Largest Storytelling Platform

ତୋତେ ପାଇବା ଆଶାରେ ତୋତେ ଟିକେ ଦେଖିବା ନିଶାରେ ଆଶାଆକାଶ

ତୋତେ ପାଇବା ଆଶାରେ
ତୋତେ ଟିକେ ଦେଖିବା ନିଶାରେ
ଆଶାଆକାଶ ର ଭସା ବାଦଲରେ
ବଉଦର ସଉଧ ଚଢିଲି  ll

ନିଶବ୍ଦ ରାସ୍ତା ର ବାଟୋଇ ହୋଇ
ମନ୍ଦୀର ର ଘଣ୍ଟର ଶବ୍ଦରେ 
ମନ୍ଦୀର ର ସୁମଧୁର ଭଜନ ଭିତରେ
ହଜିଗଲୁ ତୁ ଖାଲି ତୋ ନିରବଭାଷାରେ ll

ଏତେ ବଡ ପୁଜାଛୁଟି ଟାରେ
ମହାମାୟା ର ଆରାଧନାରେ
ସଂସାର ମଜିଥିବା ବେଳେ
ମୁଁ ଥିଲି ତୋ ପାଖଆଖ ରେ
ଅନୁଭବ କରୁଥିଲି ତୋତେ
ତୋର ସେ ଖିଆଲି ମନ ଟାକୁରେ ll

ପୁଣି ତୁ ଆସିବୁ ମୋ ମନ ହ୍ରୁଦୟରେ
ସ୍ଥାନ ମୋର ତୋର ସେଇ ୫୬" ଛାତିରେ
ତୋଛାତିରେ ମୁଣ୍ଡରଖି ଶୋଇଥିବି
ଦେଖିବୁ ଦେଖିବୁ ତୁ
ଗୋଟେ ଶାନ୍ତ ଆଉ ଚିରନିଦ୍ରା ରେ ..... Rabindra Raj Abhilash M Vahid Khan Æŕýâñ pŕïñčê âřýâ bhagirathi barik
ତୋତେ ପାଇବା ଆଶାରେ
ତୋତେ ଟିକେ ଦେଖିବା ନିଶାରେ
ଆଶାଆକାଶ ର ଭସା ବାଦଲରେ
ବଉଦର ସଉଧ ଚଢିଲି  ll

ନିଶବ୍ଦ ରାସ୍ତା ର ବାଟୋଇ ହୋଇ
ମନ୍ଦୀର ର ଘଣ୍ଟର ଶବ୍ଦରେ 
ମନ୍ଦୀର ର ସୁମଧୁର ଭଜନ ଭିତରେ
ହଜିଗଲୁ ତୁ ଖାଲି ତୋ ନିରବଭାଷାରେ ll

ଏତେ ବଡ ପୁଜାଛୁଟି ଟାରେ
ମହାମାୟା ର ଆରାଧନାରେ
ସଂସାର ମଜିଥିବା ବେଳେ
ମୁଁ ଥିଲି ତୋ ପାଖଆଖ ରେ
ଅନୁଭବ କରୁଥିଲି ତୋତେ
ତୋର ସେ ଖିଆଲି ମନ ଟାକୁରେ ll

ପୁଣି ତୁ ଆସିବୁ ମୋ ମନ ହ୍ରୁଦୟରେ
ସ୍ଥାନ ମୋର ତୋର ସେଇ ୫୬" ଛାତିରେ
ତୋଛାତିରେ ମୁଣ୍ଡରଖି ଶୋଇଥିବି
ଦେଖିବୁ ଦେଖିବୁ ତୁ
ଗୋଟେ ଶାନ୍ତ ଆଉ ଚିରନିଦ୍ରା ରେ ..... Rabindra Raj Abhilash M Vahid Khan Æŕýâñ pŕïñčê âřýâ bhagirathi barik