Nojoto: Largest Storytelling Platform

କେବେ ସେ ଆଶା, ଆକାଂକ୍ଷା, ପୁଣି ସେ କେବେ ଅନୁଭୂତି। କେବେ

କେବେ ସେ ଆଶା, ଆକାଂକ୍ଷା,
ପୁଣି ସେ କେବେ ଅନୁଭୂତି।
କେବେ ସେ ବିହଙ୍ଗ, ଖଗ,
ପୁଣି କେବେ ଜ୍ୱଳନ୍ତ ବିଭୂତି।
କେବେ ସେ ସ୍ବପ୍ନ ରାଇଜ ର ଭିନ୍ନ ଭାଷା,
ପୁଣି ସେ ହିଁ ପରା ସମ୍ପୂର୍ଣ୍ଣ ସଂସ୍କୃତି।।
ସେ ଅଟେ ନାରୀ,
କୁହନ୍ତି ସେ ନୁହେଁ କାହାରି।
ପୁଣି ଆବଶ୍ୟକ ସ୍ଥଳେ ,
ସମ୍ପୂର୍ଣ୍ଣ ଜଗତ ର ସେ ହିଁ ଅଟେ ପ୍ରହରୀ।।

©BINOदिनी #jibana #Naari
କେବେ ସେ ଆଶା, ଆକାଂକ୍ଷା,
ପୁଣି ସେ କେବେ ଅନୁଭୂତି।
କେବେ ସେ ବିହଙ୍ଗ, ଖଗ,
ପୁଣି କେବେ ଜ୍ୱଳନ୍ତ ବିଭୂତି।
କେବେ ସେ ସ୍ବପ୍ନ ରାଇଜ ର ଭିନ୍ନ ଭାଷା,
ପୁଣି ସେ ହିଁ ପରା ସମ୍ପୂର୍ଣ୍ଣ ସଂସ୍କୃତି।।
ସେ ଅଟେ ନାରୀ,
କୁହନ୍ତି ସେ ନୁହେଁ କାହାରି।
ପୁଣି ଆବଶ୍ୟକ ସ୍ଥଳେ ,
ସମ୍ପୂର୍ଣ୍ଣ ଜଗତ ର ସେ ହିଁ ଅଟେ ପ୍ରହରୀ।।

©BINOदिनी #jibana #Naari