Nojoto: Largest Storytelling Platform

ଅଦିନିଆ ବର୍ଷା ସେ ଯେ ଅତି ମନୋହର ସେ ବର୍ଷାରେ ଭିଜି ଭିଜି


ଅଦିନିଆ ବର୍ଷା ସେ ଯେ ଅତି ମନୋହର
ସେ ବର୍ଷାରେ ଭିଜି ଭିଜି ହେଲା ମୋତେ ଜ୍ଵର।
ମନ ମୋର ଅମାନିଆ ମାନୁନି ମୋ ବୋଲ
ନାଚି ନାଚି ଝୁମିବାକୁ ହୁଏ ତରବର।
ବର୍ଷା ପାଣି ସାଥି ମୋର, ମୋତେ ସିଏ ଡାକେ
ତା' ସାଥିରେ ନାଚିବାକୁ କୁହେ ଖାଲି ମୋତେ।


 #odiawritings #kavita #yourquotebhaina #yourquote #rain #barsaat

ଅଦିନିଆ ବର୍ଷା ସେ ଯେ ଅତି ମନୋହର
ସେ ବର୍ଷାରେ ଭିଜି ଭିଜି ହେଲା ମୋତେ ଜ୍ଵର।
ମନ ମୋର ଅମାନିଆ ମାନୁନି ମୋ ବୋଲ
ନାଚି ନାଚି ଝୁମିବାକୁ ହୁଏ ତରବର।
ବର୍ଷା ପାଣି ସାଥି ମୋର, ମୋତେ ସିଏ ଡାକେ
ତା' ସାଥିରେ ନାଚିବାକୁ କୁହେ ଖାଲି ମୋତେ।


 #odiawritings #kavita #yourquotebhaina #yourquote #rain #barsaat