Nojoto: Largest Storytelling Platform

ସ୍ବପ୍ନ ଧୀରେ ଧୀରେ ଜୀଇଁବା ଶିଖାଏ ଓଠ ଖୋଲି ହସିବାକୁ  ମନ

ସ୍ବପ୍ନ ଧୀରେ ଧୀରେ ଜୀଇଁବା ଶିଖାଏ
ଓଠ ଖୋଲି ହସିବାକୁ  
ମନ ତଳ ମଲା ମରୁଭୂମିରେ,

ସ୍ବପ୍ନ ବି ମାରେ ଜୀବନ ଓ ଯୌବନ  
ଲୋଟି ଅଫେରନ୍ତା ବୟସକୁ
ହତାସାର ତତଲା ବାଲିରେ

©Pravat Kumar Bal
  #tanha #odiawritings #odiakavita #odianojoto